ETV Bharat / state

‘CAA-NRCକୁ ନେଇ ଦେଶରେ କୋକୁଆ ଭୟ ସୃଷ୍ଟି କରୁଛନ୍ତି ରାଷ୍ଟ୍ରବିରୋଧୀ’

ଜଗତସିଂହପୁର ସାରଦା ମଣ୍ଡପଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୋମବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ...

‘CAA-NRCକୁ ନେଇ ଦେଶରେ କୋକୁଆ ଭୟ ସୃଷ୍ଟି କରୁଛନ୍ତି ରାଷ୍ଟ୍ରବିରୋଧୀ’
‘CAA-NRCକୁ ନେଇ ଦେଶରେ କୋକୁଆ ଭୟ ସୃଷ୍ଟି କରୁଛନ୍ତି ରାଷ୍ଟ୍ରବିରୋଧୀ’
author img

By

Published : Jan 7, 2020, 3:59 AM IST

ଜଗତସିଂହପୁର: ଜିଲ୍ଲାର ସ୍ଥାନୀୟ ସାରଦା ମଣ୍ଡପଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୋମବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

‘CAA-NRCକୁ ନେଇ ଦେଶରେ କୋକୁଆ ଭୟ ସୃଷ୍ଟି କରୁଛନ୍ତି ରାଷ୍ଟ୍ରବିରୋଧୀ’

ଏଥିରେ ରାଜ୍ୟ ବିଜେପି ମୁଖପାତ୍ର ପବିତ୍ର ମୋହନ ଦାସଙ୍କ ଅଭିଯୋଗ ଅନୁସାରେ, ଦେଶରେ କେତେକ ରାଷ୍ଟ୍ର ବୋରୋଧୀ CAA ଓ NRCକୁ ନେଇ ଦେଶରେ କକୁଆ ଭୟ ସୃଷ୍ଟି କରୁଛନ୍ତି । ଯାହାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଅଧିକ ଆତଙ୍କିତ ହୋଇ ପଡୁଛନ୍ତି ।

ଯେଉଁ କାରଣରୁ ରାଜ୍ୟରେ ବିଜେପି ପକ୍ଷରୁ CAA ଓ NRC ସପକ୍ଷରେ ସିଧାସଳଖ ଲୋକଙ୍କ ପାଖକୁ ଯାଇ ଜନ ଜାଗରଣ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି । ଏଥିରେ ବିଜେପି ନେତା ବିଭୁ ପ୍ରସାଦ ତରାଇ, ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ସ୍ଥାନୀୟ ସାରଦା ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଅପରାହ୍ନ ରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟ ବିଜେପି ମୁଖପାତ୍ର ପବିତ୍ର ମୋହନ ଦାସ ଅଭିଯୋଗ କରିଛନ୍ତି ଯେ ଦେଶରେ କେତେକ ଅରାଷ୍ଟ୍ର ବାଦୀ ମନେ CAA ଓ NRC କୁ ନେଇ ଦେଶରେ କକୁଆ ଭୟ ସୃଷ୍ଟି କରୁଛନ୍ତି।ଯାହାକୁ ନେଇ ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକେ ଅଧିକ ଆତଙ୍କିତ ହୋଇ ପଡୁଛନ୍ତି। ରାଜ୍ୟରେ ବିଜେପି ପକ୍ଷରୁ CAA ଓ NRC ସପକ୍ଷରେ ସିଧା ସଳଖ ଲୋକଙ୍କ ପାଖକୁ ଯାଇ ଜନ ଜାଗରଣ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି। ଏଥିରେ ବିଜେପି ନେତା ବିଭୁ ପ୍ରସାଦ ତରାଇ, ବିଜେପି ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Body:byt_ pabitra mohan das. spokesperson BJP

Conclusion:report susanta patra
jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.