ETV Bharat / state

ଏରସମାବାସୀଙ୍କ ନୈତିକ ବିଜୟ ହୋଇଛି: ରଘୁନନ୍ଦନ ଦାସ - balikuda

ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମାରେ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରଘୁନନ୍ଦନ ଦାସ ବିଜୟୀ ହୋଇଛନ୍ତି । ଏନେଇ ବିଜେଡ଼ି ଶିବିରରେ ବେଶେ ଉତ୍ସାହ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ଯ: ପ୍ରତିନିଧି, ଜଗତସିଂହପୁର
author img

By

Published : May 24, 2019, 9:48 PM IST

ଜଗତସିଂହପୁର: ପଞ୍ଚମ ଥର ପାଇଁ ରାଜ୍ୟରେ ବିଜେଡି ସରକାର ଗଠନ କରିବାକୁ ଯାଉଥିବା ବେଳେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମାରେ ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ୍ କରିଛି । ବିଜେଡ଼ି ପ୍ରାର୍ଥୀ ରଘୁନନ୍ଦନ ଦାସ ଏଠାରେ ବିଜୟୀ ହୋଇଛନ୍ତି । ଏନେଇ ବିଜେଡ଼ି ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ତେଣୁ ବିଜେଡ଼ି କର୍ମୀମାନେ ମିଠା ବାଣ୍ଟି ଉତ୍ସବ ପାଳନ କରିଛନ୍ତି।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ତେବେ ବାଲିକୁଦା ଏରସମାବାସୀଙ୍କ ନୈତିକ ବିଜୟ ହୋଇଥିବା ନେଇ ବିଜେଡ଼ି ବିଜୟୀ ପ୍ରାର୍ଥୀ ରଘୁନନ୍ଦନ ଦାସ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ଜିଲ୍ଲାବାସୀ 4ଟି ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀଙ୍କୁ ବିଜୟୀ କରାଇ ଥିବାରୁ ଜିଲ୍ଲାବାସୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

fghf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.