ETV Bharat / state

ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଆଗୁଆ, କର୍ମୀ ମହଲରେ ଉତ୍ସାହ

author img

By

Published : Nov 10, 2020, 6:02 PM IST

ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 24 ହଜାର ଭୋଟରେ ଆଗୁଆ । କର୍ମୀ ମାନଙ୍କ ମଧ୍ୟରେ ଉତ୍ସବ ଆରମ୍ଭ । ପଢନ୍ତୁ ଅଧିକ....

ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 24 ହଜାର ଭୋଟରେ ଆଗୁଆ , କର୍ମୀ ମହଲରେ ଉତ୍ସାହ
ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 24 ହଜାର ଭୋଟରେ ଆଗୁଆ , କର୍ମୀ ମହଲରେ ଉତ୍ସାହବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 24 ହଜାର ଭୋଟରେ ଆଗୁଆ , କର୍ମୀ ମହଲରେ ଉତ୍ସାହ

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 24 ହଜାର ଭୋଟରେ ଆଗୁଆ ରହିଥିବାରୁ ବିଜେଡି କର୍ମୀମାନେ ଉତ୍ସାହିତ ହୋଇ ପଡିଛନ୍ତି । ଗଣତି ଚାଲିଥିବା ଏସଭିଏମ କଲେଜ ସମ୍ମୁଖରେ କର୍ମୀମାନେ ଭିଡ ଜମାଇଛନ୍ତି ।

ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 24 ହଜାର ଭୋଟରେ ଆଗୁଆ , କର୍ମୀ ମହଲରେ ଉତ୍ସାହ

ବଡ ବ୍ୟବଧାନରେ ବିଜୟ ଆଗୁଆ ଥିବାବେଳେ ତାଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ଥିବା ହେତୁ କର୍ମୀମାନେ ବିଜୟ ଉତ୍ସବ ପାଳନ ଆରମ୍ଭ କରିଦେଇଥିବା ଦେଖାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.