ETV Bharat / state

ଜଗତସିଂହପୁରରେ ବିଜେଡିର ଗୋଷ୍ଠୀ କନ୍ଦଳ, ବ୍ଲକ ଅଧ୍ୟକ୍ଷାଙ୍କୁ ତାଲା

ଜଗତସିଂହପୁରରେ ବିଜେଡି ବିଜେଡି ମଧ୍ୟରେ ଚାଲିଛି ଗୋଷ୍ଠୀ କନ୍ଦଳ । ହଟହଟା ହେଲେ ବ୍ଲକ ଅଧ୍ୟକ୍ଷା ।

author img

By

Published : Jul 16, 2019, 2:28 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଜିଲ୍ଲାର ରଘୁନାଥପୁର ବ୍ଲକରେ ଦିନକୁ ଦିନ ବିଜେଡିରେ ଫାଟ ସୃଷ୍ଟି ହେବାରେ ଲାଗିଛି । ଏନେଇ ସୋମବାର ଦଳର ଗୋଷ୍ଠି କନ୍ଦଳ ଯୋଗୁଁ ହଟହଟା ହୋଇଛନ୍ତି ବ୍ଲକ ଅଧ୍ୟକ୍ଷା ସ୍ମୃତି ସାଇ ବଳ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ମିଳିଥିବା ସୂଚନାନୁଯାଇ, ଦିର୍ଘଦିନ ଧରି ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଓ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକଙ୍କ ମଧ୍ୟରେ ଏକ କାମକୁ ନେଇ ଛକାପଞ୍ଝା ଲାଗି ରହିଥିଲା । ତେବେ ବ୍ଲକ ଅଧ୍ୟକ୍ଷା ବିଷ୍ଣୁ ଦାସଙ୍କ ଗୋଷ୍ଠିକୁ ସମର୍ଥନ କରିବାରୁ ସୋମବାର ସନ୍ଧ୍ୟାରେ ରାଜଶ୍ରୀଙ୍କ ସମର୍ଥକ ବ୍ଲକ ଅଧ୍ୟକ୍ଷାଙ୍କୁ ତାଲା ପକାଇ ଦେଇଥିଲେ ।

ଖବରପାଇ ରଘୁନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ଲକ ଅଧ୍ୟକ୍ଷାଙ୍କୁ ଉଦ୍ଧାର କରଛି । ଜିଲ୍ଲାରେ ବିଜେଡିରେ ଆଭ୍ୟନ୍ତରୀଣ ଗୋଷ୍ଠି କନ୍ଦଳ ତୀବ୍ର ହେଉଥିବା ସୋମବାର ଘଟଣାରୁ ସ୍ପଷ୍ଟ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲାର ରଘୁନାଥପୁର ବ୍ଲକ ରେ ଆଜି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି।ବିଜେଡିର ଗୋଷ୍ଠି କନ୍ଦଳଯୋଗୁ ହଟହଟା ହୋଇଛନ୍ତି ବ୍ଲକ୍ ଅଧ୍ୟଖ୍ୟା ସ୍ମୃତୀସାଇ ବଳ, ମିଳିଥିବା ସୂଚନା ଅନୁଯାଇ ଦିର୍ଘଦିନ ଧରି ତିର୍ତୋଲ ବିଧାୟକ ବିଷ୍ନୁଦାସ ଓ ସାଂସଦ ରାଜଶ୍ରୀ ମଲିକ୍ ଙ୍କ ସମର୍ଥକ ମଧ୍ୟରେ କିଛିଦିନ ହେବ ଏକ କାମକୁ ନେଇ ଛକାପଞା ଲାଗି ରହିଥିଲା। ତେବେ ବ୍ଲକ୍ ଅଦଖ୍ୟା ବିଷ୍ନୁ ଙ୍କ ଗୋଷ୍ଠି କୁ ସମର୍ଥନ କରିବାରୁ ଆଜିସନ୍ଧ୍ୟାରେ ରାଜଶ୍ରୀ ଙ୍କ ସମର୍ଥକ ବ୍ଲକ ଅଧ୍ୟଖ୍ୟା ଙ୍କୁ ତଲାପକାଇ ଦେଇଥିଲେ ।ଖବରପାଇ ରଘୂନାଥପୁର ପୋଲିସ୍ ଘଟଣା ସ୍ଥଳରେ ପହଛି ବ୍ଲକ ଅଧ୍ୟଖ୍ୟା ଙ୍କୁ ଉଧାର କରଛି। ଜିଲାରେ ବିଜେଡି ରେ ଆଭ୍ୟନ୍ତରଣ ଗୋଷ୍ଠି କନ୍ଦଳ ତିବ୍ର ହେଉଥିବା ଆଜିର ଘଟଣାରୁ ସ୍ପଟ ହୋଇଛି।Body:Jagatsinghpur Conclusion:Jagatsinghpur

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.