ETV Bharat / state

ନିୟମକୁ ଫୁ: ଅବାଧରେ ଚାଲିଛି ପଲିଥିନ ବିକ୍ରି - single use plastic ban

ଅବାଧରେ ବ୍ୟବହାର ହେଉଛି ପ୍ଲାଷ୍ଟିକ ଓ ପାଲିଥିନ୍‌ । ପ୍ରଶାସନର ନାକ ତଳେ ଚାଲିଛି ପଲିଥିନ୍ ବ୍ୟାଗ କାରବାର । ଜଗତସିଂହପୁର ଓ ପାରାଦ୍ବୀପରେ ବହୁଳ ମାତ୍ରରେ ପଲିଥିନ୍‌ ବ୍ୟାଗ ବ୍ୟବହାର କରାଯାଉଛି ।

ନିୟମକୁ ଫୁ: ଅବାଧରେ ଚାଲିଛି ପଲିଥିନ ବିକ୍ରି
author img

By

Published : Oct 17, 2019, 4:13 AM IST

ଜଗତସିଂହପୁର: ମାନୁ ନାହାଁନ୍ତି ସରକାରୀ କଟକଣା । ଅବାଧରେ ବ୍ୟବହାର ହେଉଛି ପ୍ଲାଷ୍ଟିକ ଓ ପାଲିଥିନ୍‌ କାରବାର । ପ୍ରଶାସନର ନାକ ତଳେ ଚାଲିଛି ପଲିଥିନ୍ ବ୍ୟାଗ । ହୋଲସେଲର ମାନେ ବହୁଳ ଭାବେ ପାଲିଥିନ୍‌ ଗଚ୍ଛିତ ରଖି କରୁଛନ୍ତି ବ୍ୟବସାୟ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍ ।

ନିୟମକୁ ଫୁ: ଅବାଧରେ ଚାଲିଛି ପଲିଥିନ ବିକ୍ରି

ଜଗତସିଂହପୁର ଓ ପାରାଦ୍ବୀପରେ ବହୁଳ ମାତ୍ରରେ ପଲିଥିନ୍‌ ବ୍ୟାଗ ବ୍ୟବହାର କରାଯାଉଛି । ଅକ୍ଟୋବର2 ତାରିଖରୁ ସରକାର ପଲିଥିନକୁ ସମ୍ପୂର୍ଣ୍ଣ ନିଷେଧ କରିଥିଲେ ମଧ୍ୟ ଜିଲ୍ଲାରେ ବହୁଳ ଭାବରେ ବ୍ୟବହାରକୁ ନେଇ ପରିବେଶବିତ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଜିଲ୍ଲା ପ୍ରଶାସନ ଆଇନକୁ କଡାକଡି ଭାବେ ପାଳନ କରିବାରେ ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଆମ ପ୍ରତିନିଧି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ସେ କହିଛନ୍ତି, ଯେ ଗୁରୁବାରଠାରୁ ପୋଲିସ ସହାୟତାରେ ବିଭିନ୍ନ ବାଣିଜୀକ ପ୍ରତିଷ୍ଠାନ ଓ ପଲିଥିନ୍‌ ଗୋଦାମରେ ଚଢ଼ାଉ କରାଯିବ ସହ ପଲିଥିନ୍‌ ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର, ମାନୁ ନାହାଁନ୍ତି ସରକାରୀ କଟକଣା।ଅବାଧ ରେ ବେବହାର ହେଉଛି ପ୍ଲାଷ୍ଟିକ ଓ ପାଲିଥିନି। ପ୍ରଶାସନ ର ନାକତଳେ ପାଲିବ୍ୟାଗ ହୋଲସେଲର ମନେ ବହୁଳ ଭାବେ ପାଲିଥିନି ଗଛିତ ରଖି କରୁଛନ୍ତି ବେବସାୟ।ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ। ଜିଲାର ଜଗତସିଂହପୁର ଓ ପାରାଦ୍ୱୀପ ସହର ରେ ବହୁଳ ମାତ୍ର ରେ ପାଲିବ୍ୟାଗ ବେବହାର କରାଯାଉଛି। ଅକ୍ଟୋବର2 ତାରିଖ ରୁ ସରକାର ପାଲିଥିନି କୁ ସମ୍ପୃନ ନିଷେଧ କରିଥିଲେ ମଧ୍ୟ ଜିଲାରେ ବହୁଳ ଭାବର ବେବହାର କୁ ନେଇପରିବେଶବିତ ମନେ ଉଦବେଗ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ଆଇନ କୁ କଡାକଡି ଭାବେ ପାଳନ କରିବାରେ ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆମେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ସେ କହିଛନ୍ତି ଯେ ଆସନ୍ତା କାଲି ଠାରୁ ପୋଲିସ ସହାୟତା ରେ ବିଭିନ୍ନବାଣିଜୀକ ପ୍ରତିଷ୍ଠାନ ଓ ପାଲିଥିନି ଗୋଦାମ ରେ ଚଢ଼ାଉ କରାଯିବ ସହ ପାଲିଥିନି ବେବହାର କାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Body:byt_ baladeb behera_ executive officer_jagatsingpur NAC
byt_sankar charn sahoo_ geologist

Conclusion:rpt_ susanta kumar patra
jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.