ETV Bharat / state

ଆନ୍ଧ୍ର ନିର୍ବାଚନରେ ଭାଗ ନେବାକୁ ଯାଇଥିବା ବସ୍ତି ବାସିନ୍ଦାଙ୍କୁ ଚିହ୍ନଟ କଲା ପ୍ରଶାସନ

author img

By

Published : Feb 14, 2021, 7:24 PM IST

ଆନ୍ଧ୍ର ନିର୍ବାଚନରେ ଭାଗ ନେବାକୁ ଯାଇଥିବା କେତେକ ବସ୍ତି ବାସିନ୍ଦାଙ୍କୁ ଚିହ୍ନଟ କଲା ପ୍ରଶାସନ । ବସ୍ତିରେ ତାଲା ଘଟଣାରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ତନ ତନ କରି ଯାଞ୍ଚ କରାଯାଇଛି । ଅଧିକ ପଢନ୍ତୁ...

administration has identified slum dwellers
ଆନ୍ଧ୍ର ନିର୍ବାଚନରେ ଭାଗ ନେବାକୁ ଯାଇଥିବା ବସ୍ତି ବାସିନ୍ଦାଙ୍କୁ ଚିହ୍ନଟ କଲା ପ୍ରଶାସନ

ଜଗତସିଂହପୁର: ଆନ୍ଧ୍ର ନିର୍ବାଚନରେ ଭାଗ ନେବାକୁ ଯାଇଥିବା କେତେକ ବସ୍ତି ବାସିନ୍ଦାଙ୍କୁ ଚିହ୍ନଟ କଲା ପ୍ରଶାସନ । ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ପାରାଦ୍ବୀପ ବସ୍ତିରେ ତାଲା ଘଟଣାରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ ।

ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ପାରାଦ୍ବୀପ ପୌରପାଳିକା ପକ୍ଷରୁ ଘର ଘର ବୁଲି କରାଯାଉଛି ସର୍ଭେ। ବସ୍ତିରେ କାହା ଘରେ ପଡିଛି ତାଲା, କେଉଁ କାରଣ ପାଇଁ ପଡିଛି ତାଲା, ସେହି ଘରର ଲୋକେ ଯାଇଛନ୍ତି କୁଆଡେ। ତନ ତନ କରି କରାଯାଉଛି ଯାଞ୍ଚ କରାଯାଇଛି ତାହା ପୁଣି ସିକ୍ରେଟରେ କରାଯାଉଛି ଯାଞ୍ଚ୍। ସୂଚନା ମୁତାବକ ଏ ପର୍ଯ୍ୟନ୍ତ କେବଳ ଷଣ୍ଢକୁଦ ବସ୍ତି ଅଞ୍ଚଳରୁ ୨୨୪ ରୁ ୨୨୫ ପରିବାରକୁ ଚିହ୍ନଟ କରାଯାଇଥିବା ଜଣାଯାଇଛି। ଜିଲ୍ଲାପାଳଙ୍କ ସୂଚନା ମୁତାବକ ଇଟିଭିରେ ଖବର ପ୍ରସାରଣ ପରେ କିଛି ବ୍ୟକ୍ତି ଅଧା ବାଟରୁ ଫେରି ଆସିଥିବା ବେଳେ କିଛି ଲୋକ ଭୋଟ ଦେବାକୁ ଯାଇନାହାନ୍ତି। ସର୍ଭେ ସରିବା ପରେ ଏହାର ତଦନ୍ତ କରାଯିବ ଏବଂ ରିପୋର୍ଟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯିବା ସହିତ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ।

ସେପଟେ ଜିଲ୍ଲାପାଳ ଏହି ଘଟଣାରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ପାରାଦ୍ବୀପରେ ରହିବାକୁ କାହାରିକୁ ମନା ନାହିଁ କିନ୍ତୁ ଦୈତ ଭୋଟର ହୋଇଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.