ETV Bharat / state

ଜଗତସିଂହପୁର ପଞ୍ଚାୟତର 8ତମ ସାଧାରଣ ବୈଠକ ଅନୁଷ୍ଠିତ

ବୁଧବାର ଜଗତସିଂହପୁର ପଞ୍ଚାୟତ ସମିତିର ୮ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

author img

By

Published : Jun 13, 2019, 6:11 AM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଜଗତସିଂହପୁର ପଞ୍ଚାୟତ ସମିତିର ୮ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଏହି ସାଧାରଣ ବୈଠକ ପଞ୍ଚାୟତ ସମ୍ମୀଳନୀ କଖ୍ୟରେ ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଜଗତସିଂହପୁର

ସୂଚନା ଅନୁଯାୟୀ, ବୁଧବାର ଅନୁଷ୍ଠିତ ହୋଇଥିବା ବୈଠକରେ ବିଡିଓ ଲଗ୍ନଜିତ ରାଉତ ସଭାପତିତ୍ବ କରିଥିଲେ । ଏଥିସହ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସ୍ବାଗତ ଓ ସମ୍ବର୍ଧନା ସମୀକ୍ଷା କରିଥିଲେ ।

ତେବେ ଏହି ବୈଠକରେ ବିଧବା ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଫନିର କ୍ଷୟକ୍ଷତି ଉପରେ ବିଶେଷ ଆଲୋଚନା ହୋଇଥିଲା । ଏଥିରେ ବିଡିଓ ଲଗ୍ନଜିତ ରାଉତଙ୍କ ସମେତ ବ୍ଲକ ଅଧ୍ୟକ୍ଷ ମମତା ବେହେରା, ଉପାଧକ୍ଷ ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

:

Intro:Body:

zsfb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.