ETV Bharat / state

କୋଭିଡ ରୋଗୀଙ୍କ ପାଇଁ 6 ଆମ୍ବୁଲାନ୍ସ ଦାନ

ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ଓ୍ବାକର୍ସ ୟୁନିୟନ ପକ୍ଷରୁ ୬ଟି ଆମ୍ବୁଲାନ୍ସ ଗାଡ଼ି ସେବା ଆରମ୍ଭ । ଦେୟମୁକ୍ତ ଭାବେ 24 ଘଣ୍ଟିଆ ଯୋଗାଇବ ସେବା । ଅଧିକ ପଢନ୍ତୁ...

କୋଭିଡ ରୋଗୀଙ୍କ ପାଇଁ 6 ଆମ୍ବୁଲାନ୍ସ ଦାନ
କୋଭିଡ ରୋଗୀଙ୍କ ପାଇଁ 6 ଆମ୍ବୁଲାନ୍ସ ଦାନ
author img

By

Published : May 12, 2021, 10:24 PM IST

ପାରାଦ୍ଵୀପ: ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡିଛି। ଯାହାକୁ ଦୃଷ୍ଟିରେ ରଖି ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ଓ୍ବାକର୍ସ ୟୁନିୟନ ପକ୍ଷରୁ ୬ ଟି ଆମ୍ବୁଲାନ୍ସ ଗାଡ଼ି ସେବା ଆରମ୍ଭ କରାଯାଇଛି । ପାରାଦ୍ଵୀପ ଜଗନ୍ନାଥ ମନ୍ଦିର ପରିସରରେ ଏହାକୁ ଲୋକାର୍ପଣ କରିଛନ୍ତି ଓ୍ବାକର୍ସ ୟୁନିୟନର ସଭାପତି ବାପି ସର୍କେଲ ।

କୋଭିଡ ରୋଗୀଙ୍କ ପାଇଁ 6 ଆମ୍ବୁଲାନ୍ସ ଦାନ

ଏହି ୬ଟି ଆମ୍ବୁଲାନ୍ସ ପାରାଦ୍ଵୀପ , କୁଜଙ୍ଗ, ରାହାମା ଓ ଏରସମା ଅଞ୍ଚଳରେ ୨୪ ଘଣ୍ଟା ଲୋକଙ୍କ ସେବାରେ ଏହା ନିୟୋଜିତ ହେବ ନେଇ ଓ୍ବାକର୍ସ ୟୁନିୟନ ପକ୍ଷରୁ କୁହାଯାଇଛି । ଏଥିସହିତ ୨୪ ଘଣ୍ଟିଆ ଡାକ୍ତର ହେଲ୍ପଲାଇନ ସେବା ମଧ୍ୟ ଆରମ୍ଭ କରାଯାଇଛି। ଲୋକେ ୟୁନିୟନର ଦୁଇଟି ଟୋଲଫ୍ରୀ ମୋବାଇଲ ନମ୍ବରରେ ଯୋଗାଯୋଗ କଲେ ବିଭିନ୍ନ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇପାରିବେ ବୋଲି ଓ୍ବାକର୍ସ ୟୁନିୟନର ସଭାପତି ବାପି ସର୍କେଲ ସୂଚନା ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.