ETV Bharat / state

ଜଗତସିଂହପୁର ଆଉ 50 କୋରୋନା ପଜିଟିଭ ଚିହ୍ନଟ

author img

By

Published : Nov 6, 2020, 6:11 AM IST

ଜଗତସିଂହପୁର ଜିଲ୍ଲାରୁ ଗୁରୁବାର ନୂଆ 50 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

50 new covid-19  positive cases reported in jagatsinghpur
ଜଗତସିଂହପୁର ଆଉ 50 କୋରୋନା ପଜିଟିଭ ଚିହ୍ନଟ

ଜଗତସିଂହପୁର: ଜିଲ୍ଲାରୁ ଆଜି(ଗୁରୁବାର) ନୂଆ 50 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 6, ବିରିଡିରୁ 5, ଏରସମାରୁ 10, କୁଜଙ୍ଗରୁ 3, ନାଉଗାଁରୁ 4, ତିର୍ତ୍ତୋଲରୁ 2, ରଘୁନାଥପୁରରୁ 2, ଜଗତସିଂହପୁର ସଦରରୁ 11, ଜଗତସିଂହପୁର ସହରରୁ 2, ଓ ପାରାଦ୍ୱୀପରୁ 5 ଜଣ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁର ଆଉ 50 କୋରୋନା ପଜିଟିଭ ଚିହ୍ନଟ

ଏହି ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7,860 ରେ ପହଞ୍ଚିଛି । ତେବେ 7,164 ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଧା ସକ୍ରିୟ ଆକ୍ରାନ୍ତ ଭାବେ 6,73 ଜଣ ପାରାଦ୍ୱୀପର କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଜଣାପଡିଛି ।
ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 23 ରେ ପହଞ୍ଚିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.