ETV Bharat / state

ଜଗତସିଂହପୁର ଜିଲ୍ଲାରେ 47 କୋରୋନା ପଜିଟିଭ ଚିହ୍ନଟ

author img

By

Published : Jul 29, 2020, 4:22 AM IST

ଜଗତସିଂହପୁର ଜିଲ୍ଲାରେ ରେକର୍ଡ ସଂଖ୍ୟକ 47 ଜଣ କୋରୋନା ପଜିଟିଭ ଚିହ୍ନଟ ।ଆକ୍ରାନ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଯୋଗୁଁ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ଅଧିକ ପଢନ୍ତୁ...

ଜଗତସିଂହପୁର ଜିଲ୍ଲାରେ 47 କୋରୋନା ପଜିଟିଭ ଚିହ୍ନଟ
ଜଗତସିଂହପୁର ଜିଲ୍ଲାରେ 47 କୋରୋନା ପଜିଟିଭ ଚିହ୍ନଟ

ଜଗତସିଂହପୁର: ଜିଲ୍ଲାରେ ରେକର୍ଡ ସଂଖ୍ୟକ 47 ଜଣ କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲାରେ କିଛିଦିନ ବ୍ୟବଧାନ ପରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଯୋଗୁଁ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି ।

ଜଗତସିଂହପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା 47 ପଜିଟିଭ ମଧ୍ୟରୁ ସର୍ବାଧିକ 20 ଜଣ ବିରିଡି ବ୍ଲକରୁ ଚିହ୍ନଟ ହୋଇଥିବା ବେଳେ ରଘୁନାଥପୁରରୁ 13, ପାରାଦ୍ବୀପରୁ 4, କୁଜଙ୍ଗରୁ 3,ତିର୍ତ୍ତଲରୁ 2, ଏରସମା ରୁ 1 ଓ ଜଗତସିଂହପୁର ରୁ 2 ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆଳିପିଙ୍ଗଳ ସବଜେଲ ମଧ୍ୟରୁ ଜଣେ କଏଦୀ କୋରୋନାରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ଜେଲ ଅନ୍ତବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଜିଲ୍ଲାରେ କିଛିଦିନ ବ୍ୟବଧାନ ପରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି । ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା 681 ରେ ପହଞ୍ଚି ଥିବା ବେଳେ ସେମାନଙ୍କ ମଧ୍ୟରୁ 473 ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ଏବେ ସୁଦ୍ଧା 206 ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.