ETV Bharat / state

ଜଗତସିଂହପୁରରୁ 35 କୋରୋନା ପଜେଟିଭ ଚିହ୍ନଟ, ମୋଟ 566 ରିପୋର୍ଟ

author img

By

Published : Jul 20, 2020, 10:51 PM IST

ଜଗତସିଂହପୁରରୁ ସୋମବାର ପୁଣି 35 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। । ଜିଲ୍ଲା ପ୍ରଶାସନ ସମସ୍ତ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଅବଶିଷ୍ଟ 33 ଜଣ ନିକଟରେ ବିହାର, ରାଜସ୍ଥାନ,ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ,ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓ ପଶ୍ଚିମବଙ୍ଗରୁ ଫେରିଥିଲେ।

Jagatsinghpur
Jagatsinghpur

ଜଗତସିଂହପୁର: ଜିଲ୍ଲାରେ ସୋମବାର ପୁଣି 35 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପାରାଦ୍ୱୀପରୁ 16 ,ବାଲିକୁଦାରୁ 12, ବିରିଡିରୁ 2, ଜଗତସିଂହପୁର ଗ୍ରାମାଞ୍ଚଳରୁ 2 ଓ ରଘୁନାଥ ପୁର ଅଞ୍ଚଳରୁ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ଫଟୋ ସୌଜନ୍ୟ: ଟ୍ବିଟର@CollectorJspur
ଫଟୋ ସୌଜନ୍ୟ: ଟ୍ବିଟର@CollectorJspur

ଜିଲ୍ଲା ପ୍ରଶାସନ ସମସ୍ତ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି। 35ଙ୍କ ମଧ୍ୟରେ ପାରାଦ୍ୱୀପସ୍ଥିତ ଆଇଓସିଏଲ କାରଖାନାର ଦୁଇ ଜଣ ଟେକ୍ନିସିଅନ ଥିବା ଜଣା ପଡ଼ିଛି। ଅବଶିଷ୍ଟ 33 ଜଣ ନିକଟରେ ବିହାର, ରାଜସ୍ଥାନ,ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ,ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓ ପଶ୍ଚିମବଙ୍ଗରୁ ଫେରିଥିଲେ।

ଆକ୍ରାନ୍ତଙ୍କ ମଧ୍ୟରୁ କେତେକ ହୋମ କ୍ୱାରେଣ୍ଟଇନରେ ଥିବା ବେଳେ ଅନ୍ୟ ମନେ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 566କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ 378 ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବାବେଳେ 187 ଜଣ ପାରାଦ୍ୱୀପ କୋଭିଡ ହସ୍ପିଟାଲ ଓ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଚିକିତ୍ସିତ ହୋଉଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.