ETV Bharat / state

ଜଗତସିଂହପୁରରେ ପୁଣି 22 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଏମାନେ ନିକଟରେ ବିହାର, ଗୁଜୁରାଟ, ହରିୟାଣା, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ପଞ୍ଜାବ, ଓ ପଶ୍ଚିମବଙ୍ଗ ରୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ପାରାଦୀପରୁ 18 ଜଣ, ନାଉଙ୍ଗା 3 ଜଣ ଓ କୁଜଙ୍ଗରୁ ଜଣେ ଚିହ୍ନଟ ହୋଇଛନ୍ତି।

22-new-corona-cases-identified-in-jagatsinghpur
ଜଗତସିଂହପୁରରେ ପୁଣି 22 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jul 19, 2020, 3:28 AM IST

ଜଗତସିଂହପୁର: ଜିଲ୍ଲାରେ କୋରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି 22 ଜଣ କୋରୋନା ଅକ୍ରାନ୍ତ ଚିହ୍ନଟ କରାଯାଇଛି । ଏମାନେ ନିକଟରେ ବିହାର, ଗୁଜୁରାଟ, ହରିୟାଣା, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ପଞ୍ଜାବ, ଓ ପଶ୍ଚିମବଙ୍ଗ ରୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ପାରାଦୀପରୁ 18 ଜଣ, ନାଉଙ୍ଗା 3 ଜଣ ଓ କୁଜଙ୍ଗରୁ ଜଣେ ଚିହ୍ନଟ ହୋଇଛନ୍ତି।

22-new-corona-cases-identified-in-jagatsinghpur
ଜଗତସିଂହପୁରରେ ପୁଣି 22 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ଏହାକୁ ନେଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା 591 ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 355 ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ 136 ଜଣ ସକ୍ରିୟ ଆକ୍ରାନ୍ତ ପାରାଦୀପ କୋଭିଡ ହସ୍ପିଟାଲ ଓ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.