ETV Bharat / state

ପୋଲିଂ ପାର୍ଟିର ୧୪ଜଣ କର୍ମଚାରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି - hospitalised

ପୋଲିଂ କର୍ମଚାରୀ ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଏକାଠି ହେବା ସମୟରେ ସେମାନଙ୍କ ମଧ୍ୟରୁ ୧୪ ଜଣ କର୍ମଚାରୀ ଅସୁସ୍ଥ ହୋଇ ପଡିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Apr 28, 2019, 2:26 AM IST

ଜଗତସିଂହପୁର: ଜିଲ୍ଲାରେ ନିର୍ବାଚନ ପାଇଁ ନିଯୁକ୍ତ ୧୪ ଜଣ ପୋଲିଂ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ବିଭିନ୍ନ ସ୍ଥାନରୁ ଆସିଥିବା ପୋଲିଂ କର୍ମଚାରୀ ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଏକାଠି ହେବା ସମୟରେ ସେମାନଙ୍କ ମଧ୍ୟରୁ ୧୪ ଜଣ କର୍ମଚାରୀ ଅସୁସ୍ଥ ହୋଇ ପଡିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଆହୁରି ପଢ଼ନ୍ତୁ : ଅଂଶୁଘାତରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ

ଅସୁସ୍ଥଙ୍କୁ ତୁରନ୍ତ ଜଗତସିଂହପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅସୁସ୍ଥ ହୋଇପଡିଥିବା କର୍ମଚାରୀ ହେମନ୍ତ ମିଶ୍ର, ସୁରଜ ପରିଡା, ଶଙ୍କର ରାୟ, ସୁନିଜା ବେଗମ, ଚିପଗା ସ୍ବାଇଁ, ସୁବାସ ପଲାଇ, ସନାତନ ବେହେରା, ସମ୍ପଦ ମଲ୍ଲିକ, ସନ୍ତୋଷ ପ୍ରଧାନ ପ୍ରମୁଖ ଏବେବି ଚିକିତ୍ସାଧିନ ଥିବା ଜଣାପଡିଛି। ତେବେ ପୋଲିଂ କର୍ମଚାରୀମାନଙ୍କ ଅସୁସ୍ଥ ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.