ETV Bharat / state

ଜଗତସିଂହପୁରରେ ଆଉ ଜଣେ ପଜିଟିଭି ଚିହ୍ନଟ, ୩୧ ଛୁଇଁଲା ଆକ୍ରାନ୍ତ ସଂଖ୍ୟା - covid 19 in jagatsinghpur

ଜଗତସିଂହପୁରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଜଗତସିଂହପୁରରେ ଆଉ ଜଣେ ପଜିଟିଭି ଚିହ୍ନଟ, ୩୧ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

author img

By

Published : May 24, 2020, 8:41 AM IST

ଜଗତସିଂହପୁର: ଜିଲ୍ଲାରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ଘର ତିର୍ତ୍ତୋଲ ଅଞ୍ଚଳରେ ହୋଇଥିବା ବେଳେ ସେ ମହାରାଷ୍ଟ୍ରରୁ ଫେରିଥିବା ଜଣାପଡିଛି ।

ଜଗତସିଂହପୁରରେ ଆଉ ଜଣେ ପଜିଟିଭି ଚିହ୍ନଟ, ୩୧ ଛୁଇଁଲା ଆକ୍ରାନ୍ତ ସଂଖ୍ୟା
ଜଗତସିଂହପୁରରେ ଆଉ ଜଣେ ପଜିଟିଭି ଚିହ୍ନଟ, ୩୧ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

5 ପ୍ରବାସୀ ଓଡିଆ ଗତ ୧୫ ତାରିଖ ଦିନ ମହାରାଷ୍ଟ୍ରରୁ ଜଗତସିଂହପୁର ଫେରିଥିଲେ। ସେମାନେ ପହଞ୍ଚିବା ପରେ ତାଙ୍କୁ ସ୍ବାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସ୍ବାବ ନମୂନା ପରୀକ୍ଷା ପାଇଁ କଟକ ପାଇଁ ପଠାଯାଇଥିଲା। ରବିବାର ରିପୋର୍ଟ ଆସିବା ପରେ ସେମାନଙ୍କ ମଧ୍ୟରୁ ଜଣେ କୋରୋନା ପଜେଟିଭି ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଟ୍ବିଟ କରି ଜଣାଇଛନ୍ତି।

ଚିହ୍ନଟ ଆକ୍ରାନ୍ତଙ୍କୁ ତୁରନ୍ତ ଭୁବନେଶ୍ବର କୋଭିଡ୍ ହସପିଟାଲକୁ ପଠାଇ ଦିଆଯାଇଛି। ତେବେ ଏହାକୁ ମିଶାଇ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.