ETV Bharat / state

ବଜେଟ୍‌ 2019: ଟଙ୍କିକିଆ ଚାଉଳ ପାଇଁ 1028 କୋଟିର ବ୍ୟୟବରାଦ - ଟଙ୍କିକିଆ ଚାଉଳ

3ଥର ଗୃହ ମୁଲତବୀ ପରେ ଆରମ୍ଭ ହେଲା ପଞ୍ଚଦଶ ବିଧାନସଭା ଶେଷ ଅଧିବେଶନର ଚତୁର୍ଥ କାର୍ଯ୍ୟ ଦିବସ । ତେବେ ଖାଦ୍ୟ ନିରାପତ୍ତାକୁ ନେଇ କ'ଣ ରହିଛି ରାଜ୍ୟ ବଜେଟ୍‌, ନଜର ପକାନ୍ତୁ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 9, 2019, 7:38 AM IST

ଭୁବନେଶ୍ବର: 3ଥର ଗୃହ ମୁଲତବୀ ପରେ ଆରମ୍ଭ ହେଲା ପଞ୍ଚଦଶ ବିଧାନସଭା ଶେଷ ଅଧିବେଶନର ଚତୁର୍ଥ କାର୍ଯ୍ୟ ଦିବସ । ଅର୍ଥମନ୍ତ୍ରୀ ଶଶୀଭୂଷଣ 2019-20 ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ରାଜ୍ୟର ଅଭିବୃଦ୍ଧି ଲାଗି ରହିଥିବା ଚାହିଦା ପାଇଁ ସମ୍ବଳର ଆବଶ୍ୟକତା ରହିଛି ବୋଲି ନିଜ ପ୍ରାରମ୍ଭିକ ବଜେଟ ଭାଷଣରେ ଜଣାଇଛନ୍ତି ଶଶୀଭୂଷଣ । ତେବେ ଖାଦ୍ୟ ନିରାପତ୍ତାକୁ ନେଇ କ'ଣ ରହିଛି ରାଜ୍ୟ ବଜେଟ୍‌, ନଜର ପକାନ୍ତୁ...

ଚଳିତ ବଜେଟ ଅଧିବେଶନରେ ରାଜ୍ୟରେ ପ୍ରତ୍ୟେକ ଅଭାବୀ ଲୋକଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇବାର ଆଭିମୁଖ୍ୟ ରଖି 1 ହଜାର 28କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧିନରେ ବହୁ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଅନିଚ୍ଛା ପ୍ରକାଶ କରିବାରୁ ରାଜ୍ୟ ସରକାର ଏହି ଯୋଜନାକୁ ପ୍ରଚଳିତ କରି ଆସୁଛନ୍ତି । ଯେଉଁଥିରେ 23 ଲକ୍ଷରୁ ଊର୍ଦ୍ଧ୍ବ ଅତିରିକ୍ତ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରି କିଲୋ ପିଛା 1 ଟଙ୍କା ଦରରେ 5 କିଲୋ ଚାଉଳ ପ୍ରତି ମାସରେ ଦିଆଯାଉଛି ।

Intro:Body:

ବଜେଟ୍‌ 2019: ଟଙ୍କିକିଆ ଚାଉଳ ପାଇଁ 1028 କୋଟିର ବ୍ୟୟବରାଦ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.