ETV Bharat / state

ବଟେଶ୍ବର ବେଳାଭୂମିରୁ 75 ଫୁଟ ତିମିର ମୃତଦେହ ଉଦ୍ଧାର - Whale fish deadbody found in beach

ବଟେଶ୍ବର ବେଳାଭୂମି କୂଳରୁ ଏକ ୭୫ ଫୁଟ ତିମିର ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

Whale fish deadbody found in beach
ସମୁଦ୍ରକୂଳରୁ 75 ଫୁଟ୍‌ 'ତିମି'ର ମୃତଦେହ ଉଦ୍ଧାର
author img

By

Published : Dec 13, 2019, 11:44 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲାର କଣ୍ଟିଆଗଡ଼ ନିକଟସ୍ଥ ବଟେଶ୍ବର ବେଳାଭୂମିରୁ ଏକ ୭୫ ଫୁଟ ତିମିର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସମୁଦ୍ର ପାଣିକୁ ଲାଗି ମୃତ ତିମି ମାଛଟି ପଡ଼ିଥିବା ବେଳେ ଖବରପାଇ ବନବିଭାଗ ବେଳାଭୂମିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଉଦ୍ଧାର ବେଳେ ବନବିଭାଗ କର୍ମକର୍ତ୍ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।

Whale fish deadbody found in beach
ସମୁଦ୍ରକୂଳରୁ 75 ଫୁଟ୍‌ 'ତିମି'ର ମୃତଦେହ ଉଦ୍ଧାର
ସମୁଦ୍ରକୂଳରୁ 75 ଫୁଟ୍‌ 'ତିମି'ର ମୃତଦେହ ଉଦ୍ଧାର

ମାଛଟିକୁ ଉଦ୍ଧାର ପରେ ମୃତଦେହକୁ ଗାତ ଖୋଲି ପୋତାଯିବା ବ୍ୟବସ୍ଥା କରାଯିବା ବୋଲି ବନାଞ୍ଚଳ ଅଧିକାରୀ ସୋମନାଥ ମଲ୍ଲିକ ସୂଚନା ଦେଇଛନ୍ତି । ଟ୍ରଲର କିମ୍ବା ଅଧିକ ବୟସ ହୋଇଥିବାରୁ ଏଭଳି ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଏହି ବିଶାଳକାୟ ତିମି ମାଛକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ତେବେ ଦୀର୍ଘ ଦିନ ହେବ ମାଛଟିର ମୃତ୍ୟୁ ହୋଇଥିବାରୁ ମାଛ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲାର କଣ୍ଟିଆଗଡ଼ ନିକଟସ୍ଥ ବଟେଶ୍ୱର ବେଳାଭୂମି କୂଳରୁ ଏକ ୭୫ ଫୁଟ ତିମିର ମୃତଦେହ ପଡିଥିବା ଦେଖାଯାଇଛି । ସମୁଦ୍ର ପାଣିକୁ ଲାଗି ମୃତ ମାଛ ଟି ପଡ଼ିଥିବା ବେଳେ ଖବରପାଇ ବନବିଭାଗ ପକ୍ଷରୁ ବେଳାଭୂମିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଉଦ୍ଧାର କରିବାକୁ ବନବିଭାଗ କର୍ମକର୍ତ୍ତା ଙ୍କୁ ଅସୁବିଧା ହୋଇଥିବା ହୋଇଥିଲା । ଉଦ୍ଧାର ପରେ ମୃତଦେହ କୁ ଗାତ ଖୋଲି ପୋତାଯିବା ବ୍ୟବସ୍ଥା କରାଯିବା ବୋଲି ବନାଞ୍ଚଳ ଅଧିକାରୀ ସୋମନାଥ ମଲ୍ଲିକ ସୂଚନା ଦେଇଛନ୍ତି। ଟ୍ରଲର କିମ୍ବା ଅଧିକ ବୟସ ହୋଇଥିବ ଏଭଳି ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏହି ବିଶାଳକାୟ ତିମି ମାଛକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଛି । ବହୁ ଦିନ ଧରି ମାଛଟି ମରିଯାଇଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । Body:
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.