ETV Bharat / state

ପାକିସ୍ତାନର ବୋଲିଂ କୋଚ ହେବେ ୱାକର ୟୁନିସ ! - PCB

ପାକିସ୍ତାନ କ୍ରିକେଟ ଟିମର ବୋଲିଂ କୋଚ ପାଇଁ ଆବେଦନ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ତଥା ପାକିସ୍ତାନର ପୂର୍ବତନ ଷ୍ଟାର ପେସର ୱାକର ୟୁନିସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 23, 2019, 11:37 PM IST

Updated : Aug 23, 2019, 11:42 PM IST

ଲାହୋର: କିମ୍ବଦନ୍ତୀ କ୍ରିକେଟର ତଥା ପାକିସ୍ତାନର ପୂର୍ବତନ ଷ୍ଟାର ପେସର ୱାକର ୟୁନିସ ପାକିସ୍ତାନ କ୍ରିକେଟ ଟିମର ବୋଲିଂ କୋଚ ହୋଇପାରନ୍ତି । ବୋଲିଂ କୋଚ ପାଇଁ ୱାକର ୟୁନିସ ଆବେଦନ କରିଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ପକ୍ଷରୁ ଏଯାବତ ସ୍ପଷ୍ଟ କରାଯାଇନାହିଁ । ୱାକର ୟୁନିସ ପୂର୍ବରୁ 2ଥର ପାକିସ୍ତାନର ମୁଖ୍ୟ କୋଚ ରହିସାରିଛନ୍ତି । ମେ 2014 ଓ ଏପ୍ରିଲ 2016 ମଧ୍ୟରେ ସେ ପାକିସ୍ତାନର କୋଚ ଭାର ସମ୍ଭାଳିଛନ୍ତି ।

Pakistan
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବିଶ୍ବକପରେ ଦଳର ଖରାପ ପ୍ରଦର୍ଶନ ପରେ PCB ପକ୍ଷରୁ ମୁଖ୍ୟ କୋଚ ସମେତ ସପୋର୍ଟ ଷ୍ଟାଫ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଆବେଦନର ଶେଷ ତାରିଖ ଅଗଷ୍ଟ 26 ରହିଛି । ପୂର୍ବରୁ ମୁଖ୍ୟ କୋଚ ଥିବା ମିକି ଆର୍ଥର ଓ ବୋଲିଂ କୋଚ ଆଝାର ମହମ୍ମୁଦଙ୍କୁ ପଦରୁ ହଟାଇ ଦିଆଯାଇଛି ।

Pakistan
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପୂର୍ବତନ କ୍ୟାପଟେନ ମିସବା ଉଲ-ହକ ମୁଖ୍ୟ କୋଚ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ମିସବାଙ୍କୁ ଅଗଷ୍ଟ 22ରୁ ପାକିସ୍ତାନ ଟିମ ସହିତ 17 ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନିଯୁକ୍ତ କରାଯାଇଛି ।

Intro:ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରର ସାନବଜାର ଛକରେ ବୋମା ମାଡ଼ ଯୋଗୁଁ ଦୁବୁର୍ତ୍ତ ଙ୍କ ବୋମାମାଡରେ ଜଣେ ବିଜେଡି ନେତା ସମେତ ତାଙ୍କ ଗାଡି ଚାଳକ ଆହାତ ହୋଇଛନ୍ତି । ବିଜେଡି ନେତା ସୁଧୀର ପାଢୀ ଓ ତାଙ୍କ କାର ଚାଳକ ଗଣେଶ ବାରିକ୍ କେଉଁ ଆଡେ ଯାଇ ଫେରୁଥିବା ବେଳେ ଏକ ମୋଟର ସାଇକେଲ ରେ ଦୁଇ ଜଣ ଯୁବକ ଆସି ବୋମାମାଡ କରି ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତମାନେ ବାଇକରେ ପହଞ୍ଚି କାର ଉପରକୁ ବୋମା ମାଡ଼ କରିଥିବା ବେଳେ ଏଥିରେ ସୁଧୀର ପାଢୀ ସମେତ ଡ୍ରାଇଭର ଗଣି ବାରିକ ଗୁରୁତ୍ତର ଆହାତ ହୋଇଥିବା ବେଳେ ଆହାତ ଙ୍କୁ ପ୍ରଥମେ ଗଞ୍ଜାମ ସ୍ୱାସ୍ଥକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ବୋମାମାଡରେ ଆହତ ହୋଇଥିବା ସୁଧିର ପୂର୍ବତନ ସାଂସଦ ଙ୍କ ଗଞ୍ଜାମ ପ୍ରତିନିଧି ରହିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମା ମାଡ଼ ହୋଇଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ...Conclusion:
Last Updated : Aug 23, 2019, 11:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.