ETV Bharat / state

ଭଞ୍ଜନଗରରେ ଆରମ୍ଭ ଭୋଟଗଣତି

ଭଞ୍ଜନଗରରେ ଆରମ୍ଭ ହୋଇଛି ଭୋଟ ଗଣତି । 3ଟି ବିଧାନସଭା ଓ 2ଟି ଲୋକସଭା ଆସନ ପାଇଁ ଆରମ୍ଭ ହୋଇଛି ଗଣତି ।

author img

By

Published : May 23, 2019, 9:22 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଞ୍ଜନଗର

ଭଞ୍ଜନଗର: ତିନୋଟି ବିଧାନସଭା ଆସନ ସହ ଦୁଇଟି ଲୋକସଭା ଆସନ ପାଇଁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସିକା ଓ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳି ଓ ଆସିକା, କନ୍ଧମାଳ ଲୋକସଭା ପାଇଁ ଭୋଟଗଣତି ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଞ୍ଜନଗର

ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ଭୋଟ ଗଣତି ଚାଲିଛି । ତେବେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.