ETV Bharat / state

ନିଖୋଜ ଓଡିଆ ପାଇଲଟ ସୁନିତଙ୍କ ପାଇଁ ଆରମ୍ଭ ହେଲା ପୂଜାର୍ଚ୍ଚନା - ପାଇଲଟ

ବାୟୁସେନାର ଏଏନ୍‌-32 ବିମାନ ସହ ଓଡିଆ ପାଇଲଟଙ୍କ ନିଖୋଜକୁ ବିତିଛି 6 ଦିନ । ତେବେ ଏହି ବିମାନ ସହ ନିଖୋଜ ହୋଇଯାଇଛନ୍ତି କବିସୂର୍ଯ୍ୟନଗର ବଳିଆ ପଲ୍ଲୀର ଓଡିଆ ପାଇଲଟ ସୁନିତ ମହାନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Jun 8, 2019, 9:38 PM IST

ଭଞ୍ଜନଗର: ବାୟୁସେନାର ଏଏନ୍‌-32 ବିମାନ ସହ ଓଡିଆ ପାଇଲଟଙ୍କ ନିଖୋଜକୁ ବିତିଛି 6 ଦିନ । ଏନେଇ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ତଲାସି ଅଭିଯାନ ଚାଲିଥିଲେ ମଧ୍ୟ ମିଳି ନାହିଁ କୌଣସି ସଫଳତା । ତେବେ ଏହି ବିମାନ ସହ ନିଖୋଜ ହୋଇଯାଇଛନ୍ତି କବିସୂର୍ଯ୍ୟନଗର ବଳିଆ ପଲ୍ଲୀର ଓଡିଆ ପାଇଲଟ ସୁନିତ ମହାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୁନିତଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଗ୍ରାମବାସୀ ଚିନ୍ତିତ ଥିବା ବେଳେ ସେ ସୁରକ୍ଷିତ ଭାବେ ଘରକୁ ଫେରି ଆସିବା ପାଇଁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ଏନେଇ ଗାଁରେ ଥିବା ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସୁନିତଙ୍କୁ ତୁରନ୍ତ ଠାବ କରିବା ପାଇଁ ନିବେଦନ ଜଣାଇଛନ୍ତି ଗ୍ରାମବାସୀ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.