ETV Bharat / state

କିରୋସିନ ଡିପୋରେ ଭିଜିଲାନ୍ସ ଟିମର ଚଢାଉ

ଗଞ୍ଜାମ ଜିଲ୍ଲା ଅଧିନ ସୋରଡା ସ୍ଥିତ କିରୋସିନ ଡିପୋରେ ଭିଜିଲାନ୍ସର ୬ ଜଣିଆ ଟିମ୍ ଚଢାଉ କରିଛନ୍ତି । ଚାକିରି କରାଇଦେବା ନାଁରେ ଦେଇଥିବା ଟଙ୍କାର ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍ । ଅଧିକ ପଢନ୍ତୁ...

କିରୋସିନ ଡିପୋରେ ଭିଜିଲାନ୍ସ ଟିମର ଚଢାଉ
କିରୋସିନ ଡିପୋରେ ଭିଜିଲାନ୍ସ ଟିମର ଚଢାଉ
author img

By

Published : Oct 19, 2021, 9:32 PM IST

Updated : Oct 20, 2021, 9:16 AM IST

ଭଞ୍ଜନଗର: କିରୋସିନ ଡିପୋରେ ଭିଜିଲାନ୍ସ ଟିମର ଚଢାଉ ଜାରି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଅଧିନ ସୋରଡା ସ୍ଥିତ କିରୋସିନ ଡିପୋରେ ଭିଜିଲାନ୍ସର ୬ ଜଣିଆ ଟିମ୍ ଚଢାଉ କରିଛନ୍ତି । ସୂଚନାନୁସାରେ ଅଞ୍ଚଳର ଲୋକମାନଙ୍କୁ ଚାକିରି ଦେବା ନାଁରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ କିଛି ସହଯୋଗୀଙ୍କ ଘରେ ଚଢାଉ ଚାଲିଛି । ଆଉ ସେହି ସମୟରେ ଗୁରୁମୂର୍ତ୍ତୀ କିରୋସିନ ଡିପୋର ମାଲିକ ଛବି ପାତ୍ର ମଧ୍ୟ 40 ଲକ୍ଷ ଟଙ୍କା ଦେଇଥିବା ନେଇ ସୂଚନା ମିଳିଛି ।

କିରୋସିନ ଡିପୋରେ ଭିଜିଲାନ୍ସ ଟିମର ଚଢାଉ

ସେପଟେ ଭିଜିଲାନ୍ସ ବିଭାଗର ଡିଏସପି କହିଛନ୍ତି କି କିରୋସିନ ଡିପୋରେ ଚଢାଉ କରି କାଗଜ ପତ୍ରର ଯାଞ୍ଚ ଚାଲିଛି, ତଦନ୍ତ ଶେଷ ହେବା ପରେ ସମସ୍ତ ଘଟଣା ଜଣାପଡିବ ବୋଲି ସୂଚନା ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Oct 20, 2021, 9:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.