ETV Bharat / state

ହାର୍ନିଆ ଅପରେସନ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ - ବ୍ରହ୍ମପୁର ଭିଜିଲାନ୍ସ

ହାର୍ନିଆ ଅପରେସନ ପାଇଁ 5000 ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଞ୍ଜନଗରସ୍ଥିତ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ପିତାମ୍ବର ଦାଶ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Aug 22, 2019, 1:01 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରବାବୁଙ୍କ ଲାଞ୍ଚ ନେବା ପଡିଲା ମହଙ୍ଗା । ଡାକ୍ତର ପିତାମ୍ବର ଦାଶ ପଟାଙ୍ଗୀ ଗାଁର ଶଶୀ ବାରିକଙ୍କ ଠାରୁ ହାର୍ନିଆ ଅପରେସନ ପାଇଁ 5000 ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଏହାପରେ ଭିଜିଲାନ୍ସ ଦଳ ଉକ୍ତ ମେଡିକାଲ ଓ ତାଙ୍କର ଚାମ୍ବର ସମେତ ବାସଭବନରେ ଚଢାଉ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଚିକିତ୍ସାଲୟରେ ଭିଜିଲାନ୍ସ ଚଢ଼ାଉ ଡ଼ ପିତାମ୍ବର ଦାଶ ପଟାଙ୍ଗୀ ଗ୍ରାମର ଶଶୀ ବାରିକ ଠାରୁ ହାର୍ନିଆ ଅପରେସନ ପାଇଁ 5000 ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଲେ ମେଡିକାଲ ତାଙ୍କର ଚାମ୍ବର ସମେତ ବାସଭବନରେ ଚଢ଼ାଉ କରାଯାଇଥିଲା Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.