ETV Bharat / state

ରାତି ଅଧରେ ଯୁବକଙ୍କୁ ଖଣ୍ଡାରେ ହାଣି ଦୁର୍ବୃତ୍ତ ଫେରାର - ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା

ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଗୋଲିଆ ଶତୃଶୋଳ ଗାଁରେ ରବିବାର ରାତିରେ ଗାଁ ମଝିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଅଧିକ ପଢନ୍ତୁ...

ରାତି ଅଧରେ ଯୁବକଙ୍କ ଖଣ୍ଡାରେ ହାଣି ଦୂର୍ବୃତ୍ତ ଫେରାର

author img

By

Published : Jul 27, 2020, 10:26 AM IST

ଗଞ୍ଜାମ: ଗାଁ ମଝିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଗୋଲିଆ ଶତୃଶୋଳ ଗାଁରେ ରବିବାର ରାତିରେ ଏହି ଆକ୍ରମଣ ହୋଇଛି । ଯୁବକ ଜଣଙ୍କ ଗୋଲିଆ ଗ୍ରାମର ସମୀର କୁମାର ପ୍ରଧାନ ବୋଲି ଜଣାପଡିଛି । ସେ ଗୁରୁତର ଆହତ ହୋଇ ପ୍ରଥମେ ବୁଗୁଡା ମେଡିକାଲ ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

ରାତି ଅଧରେ ଯୁବକଙ୍କ ଖଣ୍ଡାରେ ହାଣି ଦୂର୍ବୃତ୍ତ ଫେରାର

ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡିନଥିବା ବେଳେ ମଦ କାରବାରକୁ ନଇେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଏକାଧିକ ଯୁବକ ଖଣ୍ଡାରେ ହାଣି ଫେରାର ହୋଇଯାଇଥିବା ଜଣାପଡିଛି । ସେପଟେ ବୁଗୁଡ଼ା ପୋଲିସ ପହଁଚି ଗ୍ରାମରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.