ETV Bharat / state

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, 2 ଗିରଫ

author img

By

Published : Nov 17, 2019, 11:28 AM IST

ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହେଇଛି। ଏ ଘଟଣାରେ ଜଡିତ ଜଣେ ନାବାଳକ ସମେତ ଦୁଇ ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି।

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, 2 ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହେଇଛି। ଏ ଘଟଣାରେ ପୋଲିସ ଜଣେ ନାବାଳକ ସମେତ ଦୁଇ ଜଣଙ୍କୁ ଗିରଫ କରିଛି।

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, 2 ଗିରଫ

ଅଷ୍ଟମ ଶ୍ରେଣୀର ପଢୁଥିବା ଜଣେ ନାବାଳିକାକୁ ଦୁଷ୍କର୍ମ ସହ ଭିଡ଼ିଓ ଭାଇରାଲ କରିବା ଘଟଣାରେ ଜଣେ ନାବାଳକକୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ଏହାସହ ଅନ୍ୟ ଏକ ଘଟଣାରେ ଜଣେ ସାତ ବର୍ଷର ନାବାଳିକାଙ୍କୁ ଗାଁ ଦାଣ୍ଡରୁ ଟେକି ନେଇ ଦୁଷ୍କର୍ମ କରିବା ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ସେହି ଗ୍ରାମର ବାବୁ ମଳିକ ବୋଲି ଜଣାପଡିଛି। ପୀଡିତା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପରେ ଡ଼ାକ୍ତରୀ ମାଇନା କରାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଆଙ୍କର...
ଗଞ୍ଜାମ ଜିଲାର ପାଟପୁର ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକା ଙ୍କୁ ଦୁଷ୍କର୍ମ କରାଯିବା ଘଟଣା ଅଭିଯୋଗ ହୋଇଛି ଏହି ଘଟଣାରେ ପୋଲିସ ଉଭୟ ଘଟଣାରେ ଜଣେ ନାବାଳକ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ।
ଥାନା ଅଞ୍ଚଳରେ ଗୋଟିଏ ମାମଲାରେ ଅଷ୍ଟମ ଶ୍ରେଣୀର ଜଣେ ନାବାଳିକଙ୍କୁ ବଳାତ୍କାର ସହ ଭିଡ଼ିଓ ଭାଇରଲ ଘଟଣାରେ ଜଣେ ନାବାଳକ ଙ୍କୁ ଅଟକ ରଖାଯାଇ ପୋଲିସ ତଦନ୍ତ କରୁଥିବା ବେଳେ ଅନ୍ୟ ଏକ ଘଟଣାରେ ଜଣେ ସାତ ବର୍ଷର ନାବାଳିକାଙ୍କୁ ଗ୍ରାମ ଦାଣ୍ଡରୁ ଟେକି ନେଇ ବଳାତ୍କାର କରିବା ଘଟଣାରେ ସେହି ଗ୍ରାମର ଜଣେ ବିବାହିତ ଯୁବକ ବାବୁ ମଳିକ ଙ୍କୁ ଗିରଫ କରିଛି ପାଟପୁର ପୋଲିସ।ଅନ୍ୟପଟେ ନାବାଳିକା ଜଣଙ୍କ ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପରେ ଡ଼ାକ୍ତରୀ ମାଇନା କରାଯାଇଛି।
Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.