ETV Bharat / state

କୃଷ୍ଣ ବିଷୋୟୀ ହତ୍ୟା ଘଟଣାରେ ତିନି ଗିରଫ

ଶୁଣ୍ଢିପଲ୍ଲୀ ଗ୍ରାମରେ କୃଷ୍ଣ ବିଷୋୟୀ ହତ୍ୟା ଘଟଣାରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Aug 18, 2019, 5:12 AM IST

ଭଞ୍ଜନଗର: ବଡ଼ଗଡ଼ ଥାନା ଅନ୍ତର୍ଗତ ଶୁଣ୍ଢିପଲ୍ଲୀ ଗ୍ରାମରେ କୃଷ୍ଣ ବିଷୋୟୀ ହତ୍ୟା ଘଟଣାରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି । ଗିରଫ ତିନିଜଣ ହେଲେ ବିଚିତ୍ର ବିଷୋୟୀ, ସୋରା ସ୍ବାଇଁ ଓ ନବଘନ ସ୍ବାଇଁ । ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା କାଣ୍ଡ ଘଟିଥିବା ପୋଲିସ କହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ଅନୁସାରେ, ଶୁଣ୍ଢିପଲ୍ଲୀ ଗ୍ରାମରେ କୃଷ୍ଣ ବିଷୋୟୀ ନିଜ ଘର ବାରଣ୍ଡା ରେ ବସିଥିବାବେଳେ ତିନିଜଣ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଶୁଣ୍ଢିପଲ୍ଲୀ ଗ୍ରାମ ରେ ଗତକାଲି କୃଷ୍ଣ ବିଷୋୟୀ ହତ୍ୟା ଘଟଣା ରେ ପୋଲିସ ତିନିଜଣ କୁ ଗିରଫ କରିବାରେ ସଫଳ ହୋଇଛି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା କାଣ୍ଡ ଘଟିଥିବା ପୋଲିସ କହିଛି ସୂଚନା ପ୍ରକାରେ ଶୁଣ୍ଢିପଲ୍ଲୀ ଗ୍ରାମରେ କୃଷ୍ଣ ବିଷୋୟୀ ନିଜ ଘର ବାରଣ୍ଡା ରେ ବସିଥିବାବେଳେ ତିନିଜଣ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ ତାଙ୍କୁ ଉଦ୍ଧାର କରି ଆସିକା ମେଡିକାଲ କୁ ନିଆ ଯାଇଥିଲା ସେଠରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଅନ୍ୟପଟେ କୃଷ୍ଣ ବିଷୋୟୀ ଖଳ ପ୍ରକୁତିର ହୋଇଥିବା ଚର୍ଚା ହେଉଛି ଯଦିଓବା ପୂର୍ବ ରୁ ଗ୍ରାମରେ ଅଶାନ୍ତିର ବାତାବରଣ ଥିଲା କାହିଁକି ପୋଲିସ ପଦକ୍ଷେପ ନେଲାନି ଯଦ୍ୱାରା ଏକ ହତ୍ୟା କାଣ୍ଡ ଘଟିଗଲା ଆଜି ଏହି ହତ୍ୟା କାଣ୍ଡ ରେ ସମ୍ପୁର୍କ୍ତି ଥିବା ତିନିଜଣ ବିଚିତ୍ର ବିଷୋୟୀ ,ସୋରା ସ୍ୱାଇଁ ,ନବଘନ ସ୍ୱାଇଁ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା
ବାଇଟ -s.k.satapathy ( ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ .ଗଂଜାମ )
Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.