ETV Bharat / state

ଲକଡାଉନ ସ୍ଥିତି ପରିଖିଲେ ଗଞ୍ଜାମ ଜିଲ୍ଲାପାଳ

author img

By

Published : Mar 31, 2020, 9:44 PM IST

ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତରେ ଆସି କୋରୋନା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି ବୁଲି ଦେଖିଥିଲେ ।

the-ganjam-district-magistrate-inspected-the-lockdown-situation
ଲକଡାଉନ ସ୍ଥିତି ପରିଖିଲେ ଗଞ୍ଜାମ ଜିଲ୍ଲାପାଳ

ଭଞ୍ଜନଗର: ସାରା ଦେଶରେ କୋରୋନା ମହାମାରୀର ଆତଙ୍କ । ସେପଟେ ଲକଡାଉନ ପହଞ୍ଚି 8ମ ଦିନରେ । ବସ ଚଳା ଚଳବନ୍ଦ ସାଙ୍ଗକୁ ଦୋକାନ ବଜାର ସବୁଠି ତାଲ । ଗାଁଠୁ ସହର ସବୁଠି ଶୂନସାନ । ଇତିମଧ୍ୟରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତରେ ଆସି କୋରୋନା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି ବୁଲି ଦେଖିଥିଲେ ।

ତାଙ୍କ ସାଥିରେ ଥିଲେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ସମେତ ସମସ୍ତ ବିଡ଼ିଓ ,ତହସିଲଦାର, ଓ ଜିଲ୍ଲା ପୋଲିସ । କୋରୋନା ସଂକ୍ରମିତ ଲୋକମାନେ ରହିବା ପାଇଁ 100 ଶଯ୍ୟା ବିଶିଷ୍ଟ ଦୁଇଟି ସ୍କୁଲରେ ଆଇସୋଲେସନ ୱlର୍ଡ ଖୋଲାଯାଇଛି । ଆବଶ୍ୟକ ପଡିଲେ ଟାଉନ ହଲରେ ଆଉ 100 ବେଡ଼ ପକାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଦୁଇଟି ସ୍କୁଲକୁ ଜିଲ୍ଲାପାଳ ବୁଲି ଦେଖିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.