ETV Bharat / state

ତାମ୍ପରାର ବିକାଶ ପାଇଁ 8 କୋଟି ମଞ୍ଜୁର - ତାମ୍ପରା ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଯୋଜନା

ଗଞ୍ଜାମ ଜିଲ୍ଲାର ତାମ୍ପରା ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ 8 କୋଟି ଟଙ୍କା ମଞ୍ଜୁର ହୋଇଛି । ପ୍ରାୟ 5 ଏକର ଜମିରେ ତାମ୍ପରା ପର୍ଯ୍ୟଟନ ସ୍ଥଳର ବିକାଶ ହେବ । ଅଧିକ ପଢନ୍ତୁ...

Tampara
ତାମ୍ପରାର ବିକାଶ ପାଇଁ 8 କୋଟିର ଯୋଜନା ପ୍ରସ୍ତୁତ
author img

By

Published : Jan 20, 2020, 11:58 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ କୁହାଯାଉଥିବା ତାମ୍ପରାର ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି। ବ୍ରହ୍ମପୁର ଉନ୍ନୟନ ପରିଷଦ ପକ୍ଷରୁ ତାମ୍ପରାର ସ୍ଥଳଭାଗର ଉନ୍ନୟନ କାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସିୱଟ ସାଇଡ କାର୍ଯ୍ୟ ଆରମ୍ଭ ହେବ।

ସିୱଟ ସାଇଡ ପାଇଁ ମୋଟ 8 କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ କରାଯିବା । ଏହି ଅର୍ଥରେ ଜେଟି ନିର୍ମାଣ ହେବା ସହ ବସିବା ପାଇଁ ସ୍ଥାନ ରହିବା ସହ ପିଲାଙ୍କ ପାଇଁ ୱାକିଙ୍ଗ ସ୍ଥାନ ରହିବା ସହ ଫୁଡ କୋର୍ଟ ସହ ଖୋଲା ସ୍ଥାନ ରହିବ। ଏହାସହ ତାମ୍ପରା ଠାରୁ ସମୁଦ୍ର ପର୍ଯ୍ୟନ୍ତ ଗୋଟିଏ ୱାକିଙ୍ଗ ସ୍ପେଶ୍ ରଖିବାକୁ ଏଥିରେ ଯୋଜନା କରାଯାଇଛି।

ତାମ୍ପରାର ବିକାଶ ପାଇଁ 8 କୋଟିର ଯୋଜନା ପ୍ରସ୍ତୁତ

ପ୍ରାୟ 5 ଏକର ଜମିରେ ତାମ୍ପରା ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଯୋଜନା ହୋଇଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଉନ୍ନୟନ କାର୍ଯ୍ୟ କରାଯିବା ନେଇ ଯୋଜନା ରହିଛି। ଏହାବ୍ୟତୀତ ଏ ସମ୍ପର୍କରେ ବିଡିଏର ବୈଠକରେ ମଧ୍ୟ ଆଲୋଚନା ହୋଇସାରିଥିବା ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ଚକ୍ରବର୍ତ୍ତି ସିଂ ରାଠୋର।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ କୁହାଯାଉଥିବା ତାମ୍ପରାର ବିକାଶ ପାଇଁ କରାଯାଇଛି ଯୋଜନା ।ବ୍ରହ୍ମପୁର ଉନ୍ନୟନ ପରିଷଦ ପକ୍ଷରୁ ତାମ୍ପରାର ସ୍ଥଳଭାଗର ଉନ୍ନୟନ କାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସିସାଇଡ୍ କାର୍ଯ୍ୟ ଆରମ୍ଭ ହେବ ।
ସିୱଟ ସାଇଡ୍ ପାଇଁ ମୋଟ ଆଠ କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ କରାଯିବା ।ଏହି ଅର୍ଥରେ ଜେଟି ନିର୍ମାଣ ହେବା ସହ ବସିବା ପାଇଁ ସ୍ଥାନ ରହିବା ସହ ପିଲାଙ୍କ ପାଇଁ ୱାକିଙ୍ଗ୍ ସ୍ଥାନ ରହିବା ସହ ଫୁଡ କୋର୍ଟ ସହ ୱଫନ ସ୍ଫେସ୍ ରହିବା ସହ ତାମ୍ପରା ଠାରୁ ସମୁଦ୍ର ପର୍ଯ୍ୟନ୍ତ ଗୋଟିଏ ୱାକିଙ୍ଗ୍ ସେସ୍ପ ରଖିବାକୁ ଏଥିରେ ଯୋଜନା କରାଯାଇଛି ।ପ୍ରାୟ ପାଞ୍ଚ ଏକର ସ୍ଥାନରେ ତାମ୍ପରା ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଯୋଜନା ହୋଇଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଉନ୍ନୟନ କରାଯିବାକୁ ଯୋଜନା କରାଯାଇଥିବା ବେଳେ ବିଡିଏର ବୈଠକରେ ଏହାକୁ ନେଇ ମଧ୍ୟ ଆଲୋଚନା ହୋଇସାରିଥିବା ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ଚକ୍ରୱତି ସିଂ ରାଠୋର।
Body:ବାଇଟ୍-ଚକ୍ରୱତି ସିଂ ରାଠୋର।(ଉପାଧ୍ୟକ୍ଷ,ବିଡିଏ)
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.