ETV Bharat / state

ବ୍ରହ୍ମପୁରରେ ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତ, 79ଟି ମାମଲାର ହେଲା ଶୁଣାଣି

author img

By

Published : Feb 25, 2021, 8:29 AM IST

ବ୍ରହ୍ମପୁର ଆୟୋଜିତ ହେଲା ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତ । ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ.ମିନତୀ ବେହେରା ଯୋଗ ଦେଇ ୭୯ ଟି ମାମଲାର କରିଥିଲେ ଶୁଣାଣି । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ଆୟୋଜିତ ହେଲା ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତ

ବ୍ରହ୍ମପୁର: ଆୟୋଜିତ ହେଲା ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତ । ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ.ମିନତୀ ବେହେରା ଯୋଗ ଦେଇ ୭୯ଟି ଅଭିଯୋଗ ମାମଲାର ଶୁଣାଣି କରିଥିଲେ । ଯେଉଁଥିରେ ୪୫ ଜଣ ଅଭିଯୋଗକାରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ମାମଲାକୁ ଶୁଣାଣି କରିଥିଲେ ।

ମୋଟ ମାମଲା ମଧ୍ୟରୁ ୧୫ଟି ଯୁଗ୍ମ ସମସ୍ୟା ଅଭିଯୋଗ ଏବଂ ୨୪ଟି ବ୍ୟକ୍ତିଗତ ଅଭିଯୋଗ ଓ ୬ଟି ବିରୋଧି ସମସ୍ୟାର ଅଭିଯୋଗ ଶୁଣାଣି କରାଯାଇଥିଲା । ଏହି ଶିବିରରେ ରାଜ୍ୟ ମହିଳା ଆୟୋଗର ସଦସ୍ୟ ସ୍ନେହାଞ୍ଜଳୀ ମହାନ୍ତି, ସ୍ବର୍ଣ୍ଣଲତା ସାମଲ ଏବଂ ଜାଲିନା ପ୍ରିୟଦର୍ଶିନୀଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.