ETV Bharat / state

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ବ୍ରହ୍ମପୁରରେ ଶୋକସଭା - brahmapur bjp hall

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଥିବା ବେଳେ ବ୍ରହ୍ମପୁର ଠାରେ ବିଜେପି ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ନଗରସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 25, 2019, 6:36 PM IST

ବ୍ରହ୍ମପୁର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଥିବା ବେଳେ ବ୍ରହ୍ମପୁର ଠାରେ ବିଜେପି ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ନଗରସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି ।

ଏଥିସହ ଶୋକସଭାରେ ଉପସ୍ଥିତ ଦଳର କାର୍ଯ୍ୟକର୍ତ୍ତା ମାନେ ଦିବଙ୍ଗତ ନେତା ଅରୁଣ ଜେଟଲୀଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ସ୍ମୃତିଚାରଣ କରିଥିଲେ ।

ସ୍ବର୍ଗତଃ ଜେଟଲୀ ଛାତ୍ର ଜୀବନରୁ ହିଁ ରାଜନୈତିକ ଜୀବନ ଆରମ୍ଭ କରି ଦେଶର ରାଜନୀତିରେ ଜଣେ ଦକ୍ଷ ରାଜନୀତିଜ୍ଞ ଭାବରେ ସୁପରିଚିତ ହୋଇପାରିଥିଲେ । ଦୀର୍ଘଦିନ ଧରି ସେ ଅସୁସ୍ଥ ରହିବା ପରେ ସେ ଗତ କିଛି ଦିନ ଧରି ଏମ୍ସରେ ଚିକିତ୍ସାଧିନ ରହିଥିବା ବେଳେ ଶେଷରେ ଶନିବାର ୬୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଙ୍କ ବିୟୋଗରେ
ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଥିବା ବେଳେ ବ୍ରହ୍ମପୁର ଠାରେ ବିଜେପି ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ଗାନ୍ଧିନଗରସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହେବା ସହ ଶୋକସଭାରେ ଉପସ୍ଥିତ ଦଳର କାର୍ଯ୍ୟକର୍ତ୍ତା ମାନେ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ସ୍ମୃତିଚାରଣ କରିଥିଲେ । ସ୍ବର୍ଗତ ଜେଟଲି ଛାତ୍ର ଜୀବନରୁ ହିଁ ରାଜନୈତିକ ଜୀବନ ଆରମ୍ଭ କରି ଦେଶର ରାଜନୀତିରେ ଜଣେ ଦକ୍ଷ ରାଜନୀତିଜ୍ଞ ଭାବରେ ସୁପରିଚିତ ହୋଇପାରିଥିଲେ ।ଦୀର୍ଘଦିନ ହେଲା ସେ ଅସୁସ୍ଥ ରହିବା ପରେ ସେ ଗତ କିଛି ଦିନ ଧରି ଏମସରେ ଚିକିତ୍ସାଧିନ ରହିଥିବା ବେଳେ ଶେଷରେ ୬୬ ବର୍ଷ ବୟସରେ ପରଲୋକ ଘଟିଛି ।
୧୯୭୭ ମସିହାରେ ପ୍ରଥମେ ଜନସଂଘରେ ସାମିଲ ହେବା ସହିତ ଏବିଭିପିର ଅଧ୍ୟକ୍ଷ ଓ ୧୯୮୦ ମସିହାରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଦାୟିତ୍ୱ ନେଇଥିଲେ । ପରେ ଗତ ୨୦୦୦ ମସିହାରେ କେନ୍ଦ୍ର ସରକାର ଙ୍କ ଆଇନ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ସେ ଅର୍ଥମନ୍ତ୍ରୀ ରହିବା ସମୟରେ ଭାରତର ଅର୍ଥନୀତିକୁ ସୁଧାରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ସେଥିମଧ୍ୟରୁ ବିମୁଦ୍ରିକରଣ ଓ ଜିଏସଟି ଏକ ପ୍ରମୁଖ ପଦକ୍ଷେପ ହୋଇଥିଲା ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ବିଭୁତି ଭୂଷଣ ଜେନା ଅରୁଣ ଜେଟଲିଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟ ସ°ପର୍କରେ ଅବଗତ କରାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..
ବି.ଦ୍ର-ଭିଜୁଆଲ ମୋଜୋରେ ଯାଇଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.