ETV Bharat / state

କୋରୋନା କାୟା, ଦୁଇ ଗାଁକୁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ - ଗଞ୍ଜାମ କରୋନା ଅପଡେଟ

ଗୋବରା ଓ ବାସୁଦେବପୁର ଦୁଇ ଗ୍ରାମକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ ।

Ganjam sarpanch announced two-day shutdown
ଗଞ୍ଜାମ କରୋନା ଅପଡେଟ
author img

By

Published : May 24, 2020, 6:40 PM IST

ଭଞ୍ଜନଗର: କୋରୋନାକୁ ପ୍ରତିରୋଧ କରିବା ପାଇଁ ନିଜ ଅଞ୍ଚଳକୁ ସଡାଉନ କଲେ ବେଲଗୁଣ୍ଠା ବ୍ଲକର ଗୋବରା ସରପଞ୍ଚ ଇନ୍ଦ୍ରାବାଇ ରାଜୁ । ସେ ଆଜି(ରବିବାର) ଜିଲ୍ଲାପାଳ କ୍ଷମତା କାର୍ଯ୍ୟକାରୀ କରି ଗୋବରା ଓ ବାସୁଦେବପୁର ଦୁଇ ଗ୍ରାମକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଏହାଛଡା ଉକ୍ତ ଦୁଇ ଗ୍ରାମକୁ ସାନିଟାଇଜ କରାଯାଇଛି ।

ଗଞ୍ଜାମ କରୋନା ଅପଡେଟ

ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମୟରେ ନିଜ ଅଞ୍ଚଳରେ କିଛି କୋରୋନା ସନ୍ଦିଗ୍ଧ ଚିହ୍ନଟ ହେବାପରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ସରପଞ୍ଚ। ଅନ୍ୟପଟେ ବର୍ତମାନ ବହୁମାତ୍ରାରେ ପ୍ରବାସୀ ଗ୍ରାମର କ୍ଵାରୋଣ୍ଟାଇନ ରହୁଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ହୋଇରହିଛନ୍ତି । ତେଣୁ ସରପଞ୍ଚଙ୍କ ସଟଡାଉନ ଘୋଷଣାକୁ ଅଞ୍ଚଳବାସୀ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.