ETV Bharat / state

ବାଲି ଚୋରା ଚାଲାଣକୁ ବିରୋଧ: ଗ୍ରାମବାସୀଙ୍କୁ ପୋଲିସର ଲାଠିଚାର୍ଜ - ବାଲି ଚୋରା ଚାଲାଣ

ବାଲି ଚୋରା ଚାଲାଣକୁ ବିରୋଧ କରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଘେରାଉ । ଏହି ସମୟରେ ଉତ୍ତୋଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ପକ୍ଷରୁ କରାଯାଇଛି ଲାଠିଚାର୍ଜ ।

ବାଲି ଚୋରା ଚାଲାଣକୁ ବିରୋଧ
ବାଲି ଚୋରା ଚାଲାଣକୁ ବିରୋଧ
author img

By

Published : Aug 23, 2020, 3:27 PM IST

Updated : Aug 23, 2020, 7:55 PM IST

ବ୍ରହ୍ମପୁର: ବାଲି ଚୋରା ଚାଲାଣକୁ ବିରୋଧ କରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଘେରାଉ । ଏହି ସମୟରେ ଉତ୍ତୋଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ପକ୍ଷରୁ କରାଯାଇଛି ଲାଠିଚାର୍ଜ । ହିଞ୍ଜିଳିକାଟୁ ସହରରେ ରବିବାର ଦେଖିବାକୁ ମିଳିଥିଲା ଏଭଳି ଘଟଣା ।

ବାଲି ଚୋରା ଚାଲାଣକୁ ବିରୋଧ

ଗତ କିଛି ଦିନ ଧରି ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କୁଳିଦାଶପୁର ଗ୍ରାମରେ ବାଲି ଚୋରାଚାଲାଣକୁ ଗ୍ରାମବାସୀ ବିରୋଦ୍ଧ କରି ଆସୁଥିଲେ । ଶୁକ୍ରବାର ରାତିରେ ବାଲି ଆଣିବାକୁ ଯାଇଥିବା କେତେକ ଗାଡିକୁ ପୋଡିବା ନେଇ ପୋଲିସ କିଛି ବ୍ୟକ୍ତିବିଶେଷଙ୍କୁ ଅଟକ ରଖିଥିଲା ।

ଶେଷରେ ଏହାକୁ ବିରୋଧ କରି ଗ୍ରାମବାସୀ ମାନେ ଅଟକ ବ୍ୟକ୍ତିଙ୍କୁ ତୁରନ୍ତ ଛାଡିବା ସହିତ ଏହି ଚୋରା ଚାଲାଣକୁ ନେଇ ଥାନା ସମୁଖରେ ପ୍ରତିବାଦ କରିଥିଲେ । ଶେଷରେ ପରିସ୍ଥିତି ଉତ୍ତୋଜନା ପୂର୍ଣ୍ଣ ରହିବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 23, 2020, 7:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.