ETV Bharat / state

ଜୁଆଆଡ୍ଡାରେ ଚଢାଉ, 19 ଜୁଆଡି ଅଟକ

author img

By

Published : Sep 29, 2019, 12:38 AM IST

ଜୁଆଆଡ୍ଡା ଉପରେ ପୋଲିସର ଚଢ଼ାଉ, 19ଜଣ ଜୁଆଡ଼ି ଅଟକ । ଆସିକା ଏବଂ ଧରାକୋଟ ପୋଲିସ ମିଳିତ ଭାବେ ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିବା ସୂଚନା ।

ଫଟୋ ସୌଜନ୍ୟ: ପ୍ରତିନିଧି,ଭଞ୍ଜନଗର

ଭଞ୍ଜନଗର: ଧରାକୋଟ ଥାନା ନେଳିଆବନ୍ଧ ଶିବମନ୍ଦିର ନିକଟରେ ଜୁଆଆଡ୍ଡା ଉପରେ ପୋଲିସର ଚଢ଼ାଉ । 19ଜଣ ଜୁଆଡ଼ି ଅଟକ ଥିବାବେଳେ ସେମାନଙ୍କ ଠାରୁ 19ଟି ମୋବାଇଲ ,5 ଟି ବାଇକ ,4.69850 ଟଙ୍କା ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭଞ୍ଜନଗର

ସୂଚନା ଅନୁସାରେ, ଅନେକ ଦିନ ହେଲା ଏଠାରେ ଜୁଆଖେଳ ଚାଲିଛି । କେବଳ ଏତିକି ନୁହେଁ ବହୁ ଦୂରଦୂରାନ୍ତରୁ ଖେଳାଳିମାନେ ଏଠାକୁ ଜୁଆଖେଳିବା ପାଇଁ ମଧ୍ୟ ଆସିଥାନ୍ତି । କିନ୍ତୁ କୌଣସି ସୂତ୍ରରୁ ଖବରପାଇ ପୋଲିସ ରାତି ପ୍ରାୟ 8ଟା ସମୟରେ ଆଡ୍ଡା ଉପରେ ଚଢାଉ କରିଥିଲା ।

ଆସିକା ଏସଡିପିଓଙ୍କ ନେତୃତ୍ବରେ ଆସିକା ଏବଂ ଧରାକୋଟ ପୋଲିସ ମିଳିତ ଭାବେ ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲେ । ଏହି ଅଞ୍ଚଳରେ ଏହାଏକ ବଡଧରଣର ଚଢ଼ାଉ ହୋଇଛି ବୋଲି ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ନେଳିଆବନ୍ଧ ଶିବମନ୍ଦିର ଠାରେ ଜୁଆ ଆଡା ଉପରେ ପୋଲିସ ର ଚଢ଼ାଉ ଏଥିରେ 19ଜଣ ଜୁଆଡ଼ି ଅଟକ ଥିବାବେଳେ ସେମାନଙ୍କ ଠାରୁ 19ଗୋଟି ମୋବାଇଲ ,5 ଟି ବାଇକ ,4.69850 ଟଙ୍କା ଜବତ ହୋଇଛି ବହୁଦିନ ହେଲା ଏଠାରେ ଜୁଆ ଖେଳ ଚାଲିଥିବାବେଳେ ବହୁ ଦୂରଦୂରାନ୍ତରୁ ଏଠାକୁ ଖେଳିବାକୁ ଖେଳାଳିମାନେ ଆସିଥାନ୍ତି କିନ୍ତୁ କୌଣସି ସୂତ୍ରରୁ ଖବରପାଇ ଆଜି ରାତ୍ର ଆଠ ଘଣ୍ଟ ସମୟରେ ଆସିକା sdpo ଙ୍କ ନେତୃତ୍ୱରେ ଆସିକା ପୋଲିସ ଧରାକୋଟ ପୋଲିସ ମିଳିତଭାବେ ଜୁଆ ଆଡା ଉପରେ ଚଢ଼ାଉ କରିଥିଲେ ଏବଂ ସଫଳତା ମଧ୍ୟ ପାଇଛନ୍ତି କହିବାକୁ ଗଲେ ଏହି ଅଂଚଳରେ ଏହାଏକ ବଡଧରଣର ଚଢ଼ାଉ ହୋଇଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.