ETV Bharat / state

ଗଞ୍ଜାମ ଗସ୍ତରେ ଓଡିଆ ପ୍ରବାସୀ ସଂଘର ସଭାପତି - ଓଡିଆ ପ୍ରବାସୀ ସଂଘର ସଭାପତି ପ୍ରଦୀପ ସାହୁ

ଗଞ୍ଜାମ ଗସ୍ତରେ ଯାଇ ଓଡ଼ିଆ ପ୍ରବାସୀ ସଂଘର ସଭାପତି ପ୍ରଦୀପ ସାହୁଙ୍କ ସମେତ 18 ଜଣିଆ ପ୍ରତିନିଧିଦଳ ଗାଁ ଗାଁ ବୁଲି ପ୍ରବାସୀ ଓଡ଼ିଆ ମାନଙ୍କୁ ସଚେତନ କରାଉଛନ୍ତି ।

ଗଞ୍ଜାମ ଗସ୍ତରେ ଓଡିଆ ପ୍ରବାସୀ ସଂଘର ସଭାପତି
ଗଞ୍ଜାମ ଗସ୍ତରେ ଓଡିଆ ପ୍ରବାସୀ ସଂଘର ସଭାପତି
author img

By

Published : Jun 12, 2020, 10:59 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗସ୍ତରେ ଓଡ଼ିଆ ପ୍ରବାସୀ ସଂଘର ସଭାପତି ପ୍ରଦୀପ ସାହୁଙ୍କ ସମେତ 18 ଜଣିଆ ପ୍ରତିନିଧିଦଳ । ଗାଁ ଗାଁ ବୁଲି ଏହି ପ୍ରତିନିଧିଦଳ ପ୍ରବାସୀ ଓଡ଼ିଆଙ୍କୁ ସଚେତନ କରାଉଛନ୍ତି ।

ଗଞ୍ଜାମ ଗସ୍ତରେ ଓଡିଆ ପ୍ରବାସୀ ସଂଘର ସଭାପତି

ଶୁକ୍ରବାର ଭଞ୍ଜନଗର ସୋରଡା, ଧରାକୋଟ ଆଦି ଅଞ୍ଚଳ ବୁଲି ପ୍ରବାସୀ ମାନଙ୍କସହ ଆଲୋଚନା କରିଥିଲେ । ପ୍ରବାସୀ ଶ୍ରମିକମାନଙ୍କ ପଞ୍ଜିକରଣ ସାଙ୍ଗକୁ ଇଏସଆଇ, ଇପିଏଫ ଭଳି ବିଭିନ୍ନ ଦାବି ପୂରଣ ନହେବା ଯାଏଁ ପ୍ରବାସୀ ଶ୍ରମିକମାନେ ଆଉ ସୁରଟ ଫେରିବେ ନାହିଁ ଆଲୋଚନା ପରେ ମତ ପ୍ରକାଶ ପାଇଛି । ନିଜ ଭିଟାମାଟିରେ ଶାଗ ପଖାଳ ଖାଇ ଚଳିଯିବୁ ଆଉ ପ୍ରବାସୀମାନେ କହିଛନ୍ତି । କୋରୋନା ମହାମାରୀରେ ପ୍ରବାସୀ ଶ୍ରମିକମାନେ ଭୋକ ଉପବାସରେ ନିଜ ଭିଟାମାଟିକୁ ଫେରିଛନ୍ତି । ତେବେ ପୁଣି ଥରେ ସୁରଟ ଯିବାକୁ ହେଲେ ସମସ୍ତ ସରକାରୀ ସୁଯୋଗ ଯୋଗାଇବାକୁ ଦାବି ପ୍ରବାସୀ ଶ୍ରମିକ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.