ETV Bharat / state

Panchayat Poll: ପ୍ରଚାର ବେଳେ ହାତାହାତି ଦୁଇ ୱାଡ଼ମେମ୍ବର

ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅଞ୍ଚଳରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଜଗମୋହନ ପଞ୍ଚାୟତ ଅନ୍ତର୍ଗତ ପୁଟୁ ଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ଦୁଇ ୱାଡ଼ମେମ୍ବରଙ୍କ ମଧ୍ୟରେ ମାରପିଟ । ଅଧିକ ପଢନ୍ତୁ

author img

By

Published : Feb 4, 2022, 10:37 PM IST

Panchayat Poll: ପ୍ରଚାର ବେଳେ ରାଜନୈତିକ ହିଂସା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅଞ୍ଚଳରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଜଗମୋହନ ପଞ୍ଚାୟତ ଅନ୍ତର୍ଗତ ପୁଟୁ ଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ଦୁଇ ୱାଡ଼ମେମ୍ବରଙ୍କ ମଧ୍ୟରେ ମାରପିଟ। ଆହତ ୱାଡ଼ ମେମ୍ବର ଧରାକୋଟ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ସୂଚନା ମୁତାବକ ଆଜି(ଶୁକ୍ରବାର) ଆହତ ୱାଡ଼ମେମ୍ବର ଜଣକ ସାହିରେ ଲୋକଙ୍କ ସହ ମିଶି ପ୍ରଚାର କରୁଥିବା ସମୟରେ ସେହି ୱାଡ଼ରେ ୱାଡ଼ମେମ୍ବର ରୂପେ ନିର୍ବାଚନ ଲଢ଼ୁଥିବା ଅନ୍ୟ ଜଣେ ୱାଡ଼ ମେମ୍ଭର ଆସି ପାଟିତୁଣ୍ଡ କରିଥିଲେ । ପରେ ଦୁଇ ୱାଡ଼ ମେମ୍ବର ପ୍ରାଥିୀ ଜଗନ୍ନାଥ ପରିଡା ଓ ଦେବରାଜ ମୁନି ହାତାହାତୀ ହେବା ଫଳରେ ଦେବରାଜ ମୁନି ଆହତ ହୋଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.