ETV Bharat / state

ବିଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ତଦନ୍ତ ଜାରି

author img

By

Published : Dec 17, 2019, 1:29 PM IST

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କାଦପଡା ଗାଁର ଏକ ବିଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର ।

sisukanya udhara
ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କାଦପଡା ଗାଁର ବିଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଜଣେ ମହିଳା ଛାତ ଉପରେ ଥିବାବେଳେ ବାରିପଟ ବିଲରୁ ଶିଶୁଟିର କାନ୍ଦିବାର ଶୁଣିବାକୁ ପାଇଥିଲେ । ସେଠାରୁ ନବଜାତକୁ ଉଦ୍ଧାର କରି ଆଶା ଦିଦିଙ୍କ ସହାୟତାରେ ଜଗନ୍ନାଥ ପ୍ରସାଦ ମେଡିକାଲକୁ ନେଇ ତାର ଚିକିତ୍ସା କରାଇଥିଲେ ।

ତେବେ ଶିଶୁ କନ୍ୟାଟି କାହାର ଓ କେଉଁ ପରିସ୍ଥିତିରେ ବିଲକୁ ଆସିଲା ତାହା ଜଣା ପଡ଼ିନାହିଁ । ଘଟଣାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବ୍ରହ୍ମପୁର ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ଶିଶୁ କନ୍ୟାଟିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କାଦପଡା ଗ୍ରାମର ବିଲ ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ଜଣେ ମହିଳା ଛାତ ଉପରେ ଥିବାବେଳେ ବାରିପଟ ବିଲମାଳ ରୁ ଶିଶୁ ଟି କାନ୍ଦିବାର ଶୁଣିବାକୁ ପାଇଥିଲେ ପାଖକୁ ଯାଇ ଦେଖିଲା ବେଳକୁ ଶିଶୁ କନ୍ୟାଟି ସୁସ୍ଥ ଅଛି ସେଠାରୁ ତାକୁ ଉଦ୍ଧାର କରି ଆଶା ଦିଦିଙ୍କୁ ସହାୟତା ରେ ଜଗନ୍ନାଥ ପ୍ରସାଦ ମେଡିକାଲ କୁ ନେଇ ତାର ଚିକିତ୍ସା କରାଇଥିଲେ ଶିଶୁ କନ୍ୟା ଟି କାହାର କେଉଁ ପରିସ୍ଥିତିରେ ଏଠାକୁ ଆସିଲା ତାହା ଜଣା ପଡ଼ିନଥିବାବେଳେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ବ୍ରହ୍ମପୁର ଚାଇଲଡ ଲାଇନ ସଦସ୍ୟ ଆସିଲେ ଶିଶୁ କନ୍ୟା ଟି କୁ ହସ୍ତାନ୍ତର କରାଯିବ Body:ଭଞ୍ଜନଗର ରୁ ରଞ୍ଜନ swainConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.