ETV Bharat / state

କୋର୍ଟରେ ହାଜର ହେଲେ ସାନଖେମୁଣ୍ଡି ବିଧାୟକ

ଭିନ୍ନ ଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ନେଇ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର କରାଯାଇଛି ।

author img

By

Published : Aug 2, 2019, 10:06 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଗଞ୍ଜାମ: ଭିନ୍ନ ଭିନ୍ନ ମାମଲାରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର କରାଯାଇଛି । ସେ ମୋଟ ପାଞ୍ଚଟି ମାମଲାରେ ସେ କୋର୍ଟକୁ ଆସିଥିବା ବେଳେ ତାଙ୍କର ଜମାନବନ୍ଦୀ ଗ୍ରହଣ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

କୋର୍ଟରେ ଥିବା ବିଭିନ୍ନ ମାମଲା ମଧ୍ୟରେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ହତ୍ୟା ମାମଲା ଏବଂ ଜମି ହଡପ ଭଳି ମାମଲା ରହିଥିବା ଜଣାପଡିଛି । ଏହି ମାମଲା ଗୁଡିକ ପାଇଁ ତାଙ୍କୁ ୨୦୧୬ ମସିହାରେ ଗିରଫ କରାଯାଇଥିଲା । ପରେ ଦୀର୍ଘ ମାସ ଜେଲରେ ରହିବା ପରେ ତାଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.