ETV Bharat / state

ନାବାଳିକାଙ୍କୁ ଗର୍ଭବତୀ କରି ଅଭିଯୁକ୍ତ ଗିରଫ

ସପ୍ତମ ଶ୍ରେଣୀ ହରିଜନ ନାବାଳିକା ଆଠ ମାସର ଗର୍ଭବତୀ ଘଟଣାରେ ଗାଙ୍ଗପୁର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ କରିଛି ଗିରଫ ।

ନାବାଳିକାଙ୍କୁ ଗର୍ଭବତୀ କରି ଅଭିଯୁକ୍ତ ଗିରଫ
author img

By

Published : Oct 22, 2019, 2:13 PM IST

Updated : Oct 22, 2019, 4:18 PM IST

ଗଞ୍ଜାମ: ଗଞ୍ଜାମରେ ଲଜ୍ଜା । ଜିଲ୍ଲାର ଗାଙ୍ଗପୁର ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀର ନାବାଳିକା ଆଠ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି । ଯାହାକୁ ନେଇ ପୋଲିସ ଉକ୍ତ ଗ୍ରାମର ଜଣେ ଯୁବକକୁ ଗିରଫ କରିଛି ।

ଏନେଇ ଗ୍ରାମରେ କୁଳ ସମାଜରେ ଆଲୋଚନା ହୋଇଥିଲା କିନ୍ତୁ ଏହାର କୌଣସି ସମାଧାନ ହୋଇପାରି ନଥିଲା । ଶେଷରେ ଘଟଣା ଥାନାରେ ପହଞ୍ଚିଥିଲା । ଗାଙ୍ଗପୁର ଥାନା ଅଧିକାରୀ ଧୀରେସ କୁମାର ଦାଶ ଘଟଣାର ତଦନ୍ତ କରି ନାବାଳିକାକୁ ଡାକ୍ତରୀ ମାଇନା କରାଇଥିଲେ । ଯାହାପରେ ନାବାଳିକା ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିଲା ।

ନାବାଳିକାଙ୍କୁ ଗର୍ଭବତୀ କରି ଅଭିଯୁକ୍ତ ଗିରଫ

ପରେ ପୋଲିସ ସେହି ଗ୍ରାମର ଅଭିଯୁକ୍ତ ମଙ୍ଗୁଳୁ ନାଇକକୁ ଗିରଫ କରିବା ସହ ଡାକ୍ତରୀ ମାଇନା କରାଇଥିଲା । ଆଜି(ମଙ୍ଗଳବାର) ତାକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେିଛି ପୋଲିସ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଂଚଳରେ ଜଣେ ସପ୍ତମ ଶ୍ରେଣୀ ହରିଜନ ନାବାଳିକା ଝିଅ ଆଠ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି ଗ୍ରାମରେ ଏନେଇ କୁଳ ସମାଜରେ ଆଲୋଚନା ହୋଇଥିଲା କିନ୍ତୁ କୌଣସି ସମାଧାନ ହୋଇପାରି ନଥିଲା ଶେଷରେ ଘଟଣା ଥାନାରେ ପହଂଚି ଥିଲା ଗାଙ୍ଗପୁର ଥାନା ଅଧିକାରି ଧୀରେସ କୁମାର ଦାଶ ଘଟଣାର ତଦନ୍ତ କରି ନାବାଳିକା କୁ ଡାକ୍ତରୀ ମାଇନା କରିଥିଲେ ନାବାଳିକା ଗର୍ଭବତୀ ଥିବା ସ୍ପଷ୍ଟ ହେବାପରେ ସେହି ଗ୍ରାମର ଅଭିଯୁକ୍ତ ମଙ୍ଗୁ ଳୁ ନାଇକ କୁ ପୋଲିସ ଗିରଫ କରି ଡାକ୍ତରୀ ମାଇନା ପରେ ଆଜି କୋର୍ଟ ଚାଲାଣ କରାଯାଇଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
Last Updated : Oct 22, 2019, 4:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.