ETV Bharat / state

ବିଶ୍ୱ ଶାନ୍ତିର ବାର୍ତ୍ତା ନେଇ ସାଇକେଲ ଯାତ୍ରା ଆରମ୍ଭ କଲେ ୫୯ ବର୍ଷୀୟ କ୍ରିଷ୍ଣା ରାଓ

କୋରୋନା କାଳରେ ବିଶ୍ୱଶାନ୍ତିର ବାର୍ତ୍ତା ନେଇ ବ୍ରହ୍ମପୁର ସହରରୁ ସାଇକେଲ ଯୋଗେ ରାମଶ୍ୱେରମ୍-ଅଯୋଧ୍ୟା ଦେଇ ପୁରୀ ଯାତ୍ରା କରିବା ପରେ ଫେରିବେ । ବ୍ରହ୍ମପୁର ସହରରୁ ଏଭଳି ଯାତ୍ରାରେ ବାହାରିଛନ୍ତି ୫୯ ବର୍ଷୀୟ ଏ.କ୍ରିଷ୍ଣା ରାଓ । ଅଧିକ ପଢନ୍ତୁ

ବିଶ୍ୱ ଶାନ୍ତିର ବାର୍ତ୍ତା ନେଇ ସାଇକେଲ ଯାତ୍ରା ଆରମ୍ଭ କଲେ ୫୯ ବର୍ଷୀୟ କ୍ରିଷ୍ଣା ରାଓ
ବିଶ୍ୱ ଶାନ୍ତିର ବାର୍ତ୍ତା ନେଇ ସାଇକେଲ ଯାତ୍ରା ଆରମ୍ଭ କଲେ ୫୯ ବର୍ଷୀୟ କ୍ରିଷ୍ଣା ରାଓ
author img

By

Published : Jan 6, 2022, 8:08 AM IST

ବ୍ରହ୍ମପୁର: କୋରୋନା କାଳରେ ବିଶ୍ୱଶାନ୍ତିର ବାର୍ତ୍ତା ନେଇ ବ୍ରହ୍ମପୁର ସହରରୁ ସାଇକେଲ ଯୋଗେ ରାମଶ୍ୱେରମ୍-ଅଯୋଧ୍ୟା ଦେଇ ପୁରୀ ଯାତ୍ରା କରିବା ପରେ ଫେରିବେ । ବ୍ରହ୍ମପୁର ସହରରୁ ଏଭଳି ଯାତ୍ରାରେ ବାହାରିଛନ୍ତି ୫୯ ବର୍ଷୀୟ ଏ.କ୍ରିଷ୍ଣା ରାଓ । କ୍ରିଷ୍ଣା ପୂର୍ବରୁ ତିରୁପତି, ଆହୋବିଳମ୍ ଯାତ୍ରା କରିଥିବା ବେଳେ ସେ ଅନେକ ଥର ପାଦରେ ଚାଲିଚାଲି ବ୍ରହ୍ମପୁରରୁ ସିମାଞ୍ଚଳମ୍ ଯାତ୍ରା କରିଛନ୍ତି ।

ବିଶ୍ୱ ଶାନ୍ତିର ବାର୍ତ୍ତା ନେଇ ସାଇକେଲ ଯାତ୍ରା ଆରମ୍ଭ କଲେ ୫୯ ବର୍ଷୀୟ କ୍ରିଷ୍ଣା ରାଓ

ଗତ ତିନି ମାସ ମଧ୍ୟରେ ସାଇକେଲ ଚଲାଇ ମୋଟ ସାତ ହଜାର କିଲୋମିଟର ଦୂର ରାସ୍ତା ପରିକ୍ରମା କରିବେ । ବ୍ରହ୍ମପୁର ସହରରୁ ବାହାରିଥିବା ବୟସ୍କ କ୍ରିଷ୍ଣା ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢୀ ଠାକୁରାଣୀଙ୍କ ମନ୍ଦିର ନିକଟରୁ ବାହାରିବା ପରେ ସହରର ପୁରୁଣା ବସଷ୍ଟାଣ୍ଟ ନିକଟରେ କ୍ରୀଷ୍ଣା ରାଓଙ୍କୁ ଫ୍ରେଣ୍ଡସ୍ ହେଲ୍ପ କ୍ଲବ ଏବଂ ସହରର ନାଗରିକଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଯିବା ସହିତ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.