ETV Bharat / state

ବାତ୍ୟା ଗୁଲାବ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି - ବାତ୍ୟା ଗୁଲାବ

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ରହ୍ମପୁର ଉପଖଣ୍ଡରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ଜାରି କଲା ଦୁଇଟି ହେଲ୍ପ ଲାଇନ୍ ନମ୍ବର । ଅଧିକ ପଢନ୍ତୁ...

ganjam district administration issued Emergency helpline number for possible cyclone
ବାତ୍ୟା ଗୁଲାବ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି
author img

By

Published : Sep 25, 2021, 10:45 PM IST

ବ୍ରହ୍ମପୁର(ଗଞ୍ଜାମ): ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ରହ୍ମପୁର ଉପଖଣ୍ଡର କଣ୍ଟ୍ରୋଲ ରୁମ୍ ଖୋଲାଯାଇ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି ଜାରି କରାଯାଇଛି ।

ସାମ୍ଭାବ୍ୟ ବାତ୍ୟା ଗୁଲାବର ମୁକବିଲା ପାଇଁ ଏହି କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟିଆ କାର୍ଯ୍ୟ କରିବ ।

ganjam district administration issued Emergency helpline number for possible cyclone
ବାତ୍ୟା ଗୁଲାବ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଦୁଇଟି ହେଲପ୍ ଲାଇନ୍ ନମ୍ବର ହେଉଛି- 0680-2227000 ଏବଂ +917752055567 । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ସମୟରେ କୌଣସି ଜରୁରୀ ଆବଶ୍ୟକତା ପଡିଲେ ତୁରନ୍ତ ଏହି ନମ୍ବର ଜରିଆରେ ଜନସାଧାରଣ ଯୋଗାଯୋଗ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.