ETV Bharat / state

ଆପ୍‌ରେ ମନିଟର କରୁଛି ଗଞ୍ଜାମ ପ୍ରଶାସନ, ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

author img

By

Published : May 18, 2020, 11:56 PM IST

ରାଜ୍ୟ ବାହାରରୁ ଆସିଥିବା ବ୍ୟକ୍ତି ବିଶେଷଙ୍କ ହୋମ୍ କ୍ବାରେଣ୍ଟାଇନର ଗତିବିଧିକୁ ଅନୁଧ୍ୟାନ ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଆପ୍‌ । ଏହା ମାଧ୍ୟମରେ ମନିଟରିଙ୍ଗ କରୁଛି ପ୍ରଶାସନ । ଅଧିକ ପଢନ୍ତୁ...

ଆପରେ ମନିଟର କରୁଛି ଗଞ୍ଜାମ ପ୍ରଶାସନ, ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ରାଜ୍ୟରୁ ଜିଲ୍ଲା ଯାଏଁ ସବୁଠି ଜାରି ରହିଛି କୋରୋନା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ । ଏଭଳି ସମୟରେ ଗଞ୍ଜାମ ଜିଲ୍ଲାରେ ଅଧିକ ଆତଙ୍କ ଖେଲାଇଛି କୋରୋନା । ଏହାକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଆପର ବ୍ୟବହାର କରାଯାଉଛି ।

Ganjam administration monitoring situation through aap

ରାଜ୍ୟ ବାହାରରୁ ଆସିଥିବା ବ୍ୟକ୍ତି ବିଶେଷଙ୍କ ହୋମ୍ କ୍ବାରେଣ୍ଟାଇନର ଗତିବିଧିକୁ ଅନୁଧ୍ୟାନ ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଆପ୍‌ । ଏହା ମାଧ୍ୟମରେ ମନିଟରିଙ୍ଗ କରୁଛି ପ୍ରଶାସନ । ଏହାରି ମାଧ୍ୟମରେ ଆପର ଡାଟାରୁ ମିଳିଥିବା ସୂଚନା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଏହି ଅବସରରେ ସୋମବାର ଜଣେ ବ୍ୟକ୍ତି ହୋମ୍‌ କ୍ବାରେଣ୍ଟାଇନ ନିୟମକୁ ଉଲ୍ଲଙ୍ଘନ କରିବା ଜଣାପଡିଥିଲା । ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଘରୁ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲାରେ ହୋମ୍‌ କ୍ବାରେଣ୍ଟାଇନରେ ଥିବା ଲୋକଙ୍କୁ ଏହି ଆପ୍‌ ଦ୍ବାରା ଡାଟା ସଂଗ୍ରହ ହେଉଥିବାରୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.