ETV Bharat / state

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ ଓ ପୋଲିସ

author img

By

Published : Dec 15, 2019, 12:54 PM IST

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଧରାକୋଟ ସୀମାନ୍ତ ଖଜୁରୀପଦା ଗ୍ରାମ ଗଞ୍ଜେଇ ଜଙ୍ଗଲରେ ରବିବାର ପୁଣି ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କରିଛି  ।

ganja destroy
ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କଲା ଅବକାରୀ ବିଭାଗ । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଧରାକୋଟ ସୀମାନ୍ତ ଖଜୁରୀପଦା ଗ୍ରାମ ଗଞ୍ଜେଇ ଜଙ୍ଗଲରେ ରବିବାର ପୁଣି ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଏହି ଗଞ୍ଜେଇ ଗଛ କଟା ଅଭିଯାନରେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ସମେତ 10 ପ୍ଲାଟୁନ ପୋଲିସ ଫୋର୍ସ, ଅବକାରୀ ବିଭାଗର ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା 7 ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ ହୋଇଥିବା ବେଳେ ଚଢାଉ ଜାରି ରହିଛି ।

ପ୍ରକାଶ ଥାଉକି, ଗତ 22 ନଭେମ୍ବରରେ ଗଞ୍ଜେଇ ଚାଷ ହେଉଥିବା କୌଣସି ସୂତ୍ରରୁ ଖବରପାଇ ପ୍ରଥମ ଥର ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଗଞ୍ଜେଇ ଗଛ ନଷ୍ଟ କରିଥିଲା । କିନ୍ତୁ ଆଦିବାସୀଙ୍କ ବିରୋଧ କାରଣରୁ ଅଭିଯାନକୁ ବନ୍ଦ କରି ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ଜଙ୍ଗଲରୁ ଫେରି ଯାଇଥିଲେ । ତେବେ ରବିବାର ପୁଣି ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହୋଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଧରାକୋଟ ସୀମାନ୍ତ ଖଜୁରୀପଦା ଗ୍ରାମ ଗଂଜେଇ ଜଙ୍ଗଲ ରେ ପୁଣି ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ ଗଂଜେଇ ଗଛ କଟା ଅଭିଯାନ ଆରମ୍ଭ ଏହି ଅଭିଯାନ ରେ ଜିଲ୍ଲା ର ବିଭିନ୍ନ ଥାନାର ଅଧିକାରୀ ସମେତ 10 ପ୍ଲାଟୁନ ପୋଲିସ ଫୋର୍ସ ଅବକାରୀ ବିଭାଗର ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ତିତ ରହି ଲକ୍ଷାଧିକ ଟଙ୍କାର ଗଂଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଥିବାବେଳେ ବର୍ତମାନ ସୁଦ୍ଧା 7 ଏକର ଜମିରୁ ଗଂଜେଇ ଗଛ ନଷ୍ଟ ସରିଥିବାବେଳେ ବର୍ତମାନ ସୁଦ୍ଧା ଅଭିଯାନ ଜାରିରହିଛି ଗତ 22-11-2019 ତାରିଖରେ ଗଂଜେଇ ଚାଷ ହେଉଥିବା କୌଣସି ସୂତ୍ରରୁ ଖବରପାଇ ପ୍ରଥମ ଥର ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଗଂଜେଇ ଗଛ ନଷ୍ଟ କରାଯାଇଥିଲା କିନ୍ତୁ ଆଦିବାସୀ ଙ୍କ ବିରୋଧ ହେବାରୁ ଅଧାରୁ ଅଭିଯାନ କୁ ବନ୍ଦ କରି ପୋଲିସ ଓ ଅବକାରୀ ବିଭାଗ ର ଅଧିକାରୀ ଫେରିଥିଲେ ଆଜି ପୁଣି ସେଠାରେ ଗଂଜେଇ ଗଛ କଟା ଅଭିଯାନ ଜାରିରହିଛି
ବାଇଟ -ଅଭିରାମ ବେହେରା (ଅବକାରୀ ଡେପୁଟି ସୁପରଟେଂଣ୍ଡ ,ଛତ୍ରପୁର )Body:ଭଞ୍ଜନଗର ରୁ ରଞ୍ଜନ swainConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.