ETV Bharat / state

ପାରିବାରିକ କଳହରୁ ମରାଣାନ୍ତକ ଆକ୍ରମଣ

ପାରିବାରିକ କଳହକୁ କେନ୍ଦ୍ରକରି ହିଂସା କାଣ୍ଡ । 3 ଆହତ । ଅଧିକ ପଢନ୍ତୁ...

author img

By

Published : Jun 17, 2021, 11:09 AM IST

ପାରିବାରିକ କଳହରୁ ମରାଣାନ୍ତଙ୍କ ଆକ୍ରମଣ
ପାରିବାରିକ କଳହରୁ ମରାଣାନ୍ତଙ୍କ ଆକ୍ରମଣ

ଭଞ୍ଜନଗର: ପାରିବାରିକ କଳହକୁ କେନ୍ଦ୍ରକରି ହିଂସାକାଣ୍ଡ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଦ ଗ୍ରାମରେ । ଗ୍ରାମର ଟିଲୁ ମୁନି,ମୁରଲୀ ମୁନି ଓ ବଂଶୀ ମୁନିଙ୍କ ମିଳିତ ଆକ୍ରମଣରେ ଗୋଟିଏ ପରିବାରର ବାପ,ପୁଅ ଓ ମା ଗୁରୁତର ଭାବେ ଆହତ ହୋଇଥିବା ଦେଖିବାକୁ ମିଳିଛି।

ପାରିବାରିକ କଳହରୁ ମରାଣାନ୍ତଙ୍କ ଆକ୍ରମଣ

ଆହତ ମାନେ ହେଲେ ସିଲୁ ମୁନି,ବିଶ୍ବନାଥ ମୁନି ଓ ସୁସଳା ମୁନି। ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ତ ଚିକିତ୍ସାଳୟକୁ ଆଣି ଚିକିତ୍ସା କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.