ETV Bharat / state

ଦିଗପହଣ୍ଡି ଡବଲ ମର୍ଡର ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ SPଙ୍କୁ ଭେଟିଲେ ପରିବାର - ଦିଗପହଣ୍ଡି ଡବଲ ମର୍ଡର ଘଟଣା

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷା ନିମଖଣ୍ଡି ପଞ୍ଚାୟତରେ ପାଳଝଡି ଠାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କଲେ ପରିବାର ବର୍ଗ ଓ ଗ୍ରାମବାସୀ । ଅଧିକ ପଢନ୍ତୁ

ଦିଗପହଣ୍ଡି ଡବଲ ମର୍ଡର ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ SPଙ୍କୁ ସାକ୍ଷାତ କଲେ ପରିବାର ବର୍ଗ

author img

By

Published : May 1, 2022, 6:54 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷା ନିମଖଣ୍ଡି ପଞ୍ଚାୟତରେ ପାଳଝଡି ଠାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କଲେ ପରିବାର ବର୍ଗ ଓ ଗ୍ରାମବାସୀ ।

ଦିଗପହଣ୍ଡି ଡବଲ ମର୍ଡର ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ SPଙ୍କୁ ସାକ୍ଷାତ କଲେ ପରିବାର ବର୍ଗ

ଗତ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ସମୟରେ ଲାଗିରହିଥିବା ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ସୁଧୀର ପାତ୍ର ଓ ସୁଦର୍ଶନ ସୁଆରଙ୍କ ହତ୍ୟା ଘଟଣାରେ ଗ୍ରାମର ଯେଉଁମାନେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ପରିବାର ଏବଂ ଗ୍ରାମବାସୀ ।

ହତ୍ୟା ଘଟଣାକୁ ଇତିମଧ୍ୟରେ ଏକ ସପ୍ତାହେ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରାଯାଇନଥିବା ନେଇ ଗ୍ରାମବାସୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିବା ପରେ ଏକ ପ୍ରତିନିଧି ଦଳ ଯାଇ ଏସପିଙ୍କୁ ସାକ୍ଷାତ କରି ପଞ୍ଚାୟତ ନିର୍ବାଚନ ସମୟରେ ଉକ୍ତ ଗ୍ରାମର ପ୍ରଶାନ୍ତ ଗୌଡ ନିର୍ବାଚନ ପୂର୍ବରୁ ଆକ୍ରମଣ କରିବାକୁ ଆସିଥିଲା ଏବଂ ସେ ଏହି ଘଟଣାରେ ସମ୍ପୃକ୍ତ ରହିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ପୋଲିସ ପକ୍ଷରୁ ଗଠିତ ବିଭିନ୍ନ ସ୍ବତନ୍ତ୍ର ଟିମ୍ ଏହାର ସଠିକ ଦିଗରେ ତଦନ୍ତ କରୁଥିବା ବେଳେ ଖୁବଶ୍ରୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ପିନାକ ମିଶ୍ର ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.