ETV Bharat / state

ଗଞ୍ଜାମ-କନ୍ଧମାଳରେ ସୀମାନ୍ତରେ ମାଓ-ପୋଲିସ ମୁହାଁମୁହିଁ

author img

By

Published : Oct 31, 2020, 8:44 AM IST

ପୁଣି ମାଓ-ପୋଲିସ ମୁହାଁମୁହିଁ । ଗଞ୍ଜାମ ଓ କନ୍ଧମାଳ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି ।

ଗଞ୍ଜାମ-କନ୍ଧମାଳରେ ସୀମାନ୍ତରେ ମାଓ-ପୋଲିସ ମୁହାଁମୁହିଁ
ଗଞ୍ଜାମ-କନ୍ଧମାଳରେ ସୀମାନ୍ତରେ ମାଓ-ପୋଲିସ ମୁହାଁମୁହିଁ

ବ୍ରହ୍ମପୁର: ପୁଣି ମାଓ-ପୋଲିସ ମୁହାଁମୁହିଁ । ଗଞ୍ଜାମ ଓ କନ୍ଧମାଳ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି । ରାଇକିଆ ଥାନା ଅଞ୍ଚଳରେ ହୋଇଛି ଏହି ଗୁଳି ବିନିମୟ ।

ଗୁଇନ୍ଦା ବିଭାଗ ସୂଚନା ପାଇବା ପରେ ହୋଇଛି ଏହି ଗୁଳି ବିନିମୟ । କନ୍ଧମାଳ ଏସଓଜି ଓ ଡିଭିଏଫର ଯବାନ ମିଳିତ ଭାବେ କମ୍ବିଂ ଅପରେସନ ଜାରି ରଖିଛନ୍ତି । ସେପଟେ ଏହି ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ମିଳିଥିବା ସୂଚନା ରହିଛି ।

ବ୍ରହ୍ମପୁରରୁ ସୀମର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.