ETV Bharat / state

ଲଗାଣ ବର୍ଷାରେ ଭାଙ୍ଗିଲା ଶହେ ବର୍ଷର ପୁରୁଣା କୋଠା

author img

By

Published : Sep 13, 2021, 10:50 AM IST

ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ସହରରେ ଏକ ଶହେ ବର୍ଷର ପୁରାତନ ଐତିହାସିକ କୋଠା ଭାଙ୍ଗି ଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଲଗାଣ ବର୍ଷାରେ ଭାଙ୍ଗିଲା  ଶହେ ବର୍ଷର ପୁରୁଣା  କୋଠା
ଲଗାଣ ବର୍ଷାରେ ଭାଙ୍ଗିଲା ଶହେ ବର୍ଷର ପୁରୁଣା କୋଠା

ବ୍ରହ୍ମପୁର: ଲଗାଣ ବର୍ଷାରେ ଭାଙ୍ଗିଲା କୋଠା । ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ସହରରେ ଏକ ଶହେ ବର୍ଷର ପୁରାତନ ଐତିହାସିକ କୋଠା ଭାଙ୍ଗି ଯାଇଥିବା ଜଣାପଡିଛି । ତେବେ ଗତକାଲି ରାତିରେ ବ୍ରହ୍ମପୁରରେ ଲଗାଣ ବର୍ଷା କାରଣରୁ ସହରରେ ରହିଥିବା ଆନ୍ଧ୍ର ମହିଳା ସମାଜମର ପ୍ରାୟ ଶହେ ବର୍ଷର ଏହି ପୁରାତନ କୋଠାଟି ଭାଙ୍ଗି ଯାଇଛି ।

ତେବେ କୋଠାଟି ଗତକାଲି ରାତି କିମ୍ବା ଆଜି ଭୋର ସମୟରେ ଏହା ଭାଙ୍ଗି ଯାଇଥିବା ବେଳେ ଛାତ ମଧ୍ୟ ଭୁଶୁଡି ପଡିଛି । ତେବେ ଏହି ଘଟଣାରେ କେହି ମୃତ ବା ଆହତ ହୋଇନଥିବା ଜଣାପଡିଛି । କୋଠାର ଗୋଟିଏ ପାର୍ଶ୍ଵରେ ଏଭଳି ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.