ETV Bharat / state

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣେ ମୃତ, 2 ଗୁରୁତର

author img

By

Published : Jan 18, 2020, 2:14 PM IST

ଗଞ୍ଜାମ ଭଞ୍ଜନଗର ବ୍ଲକ ବଦାଙ୍ଗି ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଅଛନ୍ତି। ଅଧିକ ପଢନ୍ତୁ...

food poisioning death
ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣେ ମୃତ, 2 ଗୁରୁତର

ଗଞ୍ଜାମ: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣେ ମୃତ ଓ ଦୁଇ ଗୁରୁତର। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅଧିନସ୍ଥ ବଦାଙ୍ଗି ଗ୍ରାମରେ। ଶୁକ୍ରବାର ରାତିରେ ଏହି ଗ୍ରାମରେ ରହୁଥିବା ସୁବାସ ଗୌଡଙ୍କ ପରିବାର ଲୋକେ ଖାଇ ସାରି ଶୋଇବା ପରେ ସମସ୍ତଙ୍କ ପେଟ ବ୍ୟଥା ହୋଇଥିଲା। ପରେ ବାନ୍ତି ମଧ୍ୟ ହୋଇଥିଲା।

ଏହା ପରେ ସେମାନେ ଗୁଣିଆ ପାଖକୁ ଯାଇ ଝଡାଫୁଙ୍କା କରିଥିଲେ। ହେଲେ କିଛି ସୁଫଳ ମିଳିନଥିଲା। ଶନିବାର ସକାଳେ ଭଞ୍ଜନଗର ମେଡିକାଲକୁ ଆସିବା ବାଟରେ ସାନ ଝିଅ ନିମାର ମୃତ୍ୟୁ ହୋଇଥିଲା। ପରିବାରର ଅନ୍ୟ ତିନି ଜଣ ସଦସ୍ୟ ସୁବାସ ଗୌଡ, ଲକ୍ଷ୍ମୀ ଗୌଡ ଓ ମାମା ଗୌଡ ଗୁରୁତର ଅଛନ୍ତି। ସେମାନଙ୍କର ଚିକିତ୍ସା ଜାରି ରହିଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବଦାଙ୍ଗି ଗ୍ରାମର ଗୋଟିଏ ପରିବାର ର ତିନି ଗୁରୁତର ଜଣେ ମୃତ
ମୃତକ ହେଲେ ନିମା ଗୌଡ଼ ଗୁରୁତର ମାନେହେଲେ ସୁବାସ ଗୌଡ଼ ,ଲକ୍ଷ୍ମୀ ଗୌଡ଼ ,ମାମା ଗୌଡ଼ ସୂଚନା ପ୍ରକାରେ ବଦାଙ୍ଗି ଗ୍ରାମର ସୁବାସ ଗୌଡ଼ ର ପରିବାର ଗତ ରାତିରେ ଖାଇ ସାରି ଶୋଇବା ପରେ ପରିବାରର ସମସ୍ତ ଙ୍କ ପେଟ ମୋଡି ହୋଇ ବାନ୍ତି ହୋଇଥିଲା ରାତିରେ ଗୁଣିଆ ପାଖରେ ଝାଡ଼ ଫୁଙ୍କ କରିଥିଲେ ହେଲେ କିଛି ସୁଫଳ ମିଳିନଥିଲା ଆଜି ସକାଳେ 108 ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ କୁ ଆସିବା ବାଟରେ ସାନ ଝିଅ ନିମା ର ମୃତ୍ୟୁ ହୋଇଥିଲା ମେଡିକାଲ ରେ ଡାକ୍ତର ତାଳୁ ମୃତ ଘୋଷଣା କରିଥିଲେ ଅନ୍ୟ ତିନି ଜଣ ଗୁରୁତରଙ୍କ ଚିକିତ୍ସା ଜାରିରହିଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.