ETV Bharat / state

ଧରାକୋଟ ପୋଲିସର ଚଢ଼ାଉ: ଲକ୍ଷାଧିକ ଟଙ୍କାର ବାଣ ଜବତ

author img

By

Published : Nov 12, 2020, 5:54 PM IST

ଗଞ୍ଜାମ ଜିଲ୍ଲା ଧରାକୋଟ ପୋଲିସ ଦ୍ୱାରା ବାଣ ବୋଝେଇ ଟ୍ରକ ଜବତ । ଟ୍ରକ ଡ୍ରାଇଭର ଚମ୍ପଟ ମାରିଥିବାବେଳେ ଜବତ ବାଣର ଆନୁମାନିକ ମୂଲ୍ୟ ପଚାଶ ଲକ୍ଷ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

crackers-seized-in-Ganjam
ଧରାକୋଟ ପୋଲିସର ଚଢ଼ାଉ: ଲକ୍ଷାଧିକ ଟଙ୍କାର ବାଣ ଜବତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ପୋଲିସ ଦ୍ୱାରା ବାଣ ବୋଝେଇ ଟ୍ରକ ଜବତ । ଟ୍ରକ ଡ୍ରାଇଭର ଚମ୍ପଟ ମାରିଥିବାବେଳେ ଜବତ ବାଣର ଆନୁମାନିକ ମୂଲ୍ୟ ପଚାଶ ଲକ୍ଷ ହେବବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର ଆସନ୍ତା ଦୀପାବଳୀକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ବାଣ ଫୁଟାଇବା ବିରୋଧରେ କଡ଼ା ନିୟମ ଆଣିଛନ୍ତି । ତଥାପି ଲୁଚା ଛପାରେ ବାଣ ବ୍ୟବସାୟ ଜାରି ରହିଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ମଧ୍ୟ ଜବତ କରୁଛି ।

ଗୁରୁବାର ଧରାକୋଟ ବ୍ଲକ ମୁଣ୍ଡମରାଇ ନିକଟ କଲେଜ ପାଖରେ ଥିବା ଏକ ପାହାଡ଼ ନିକଟରେ ବାଣ ବୋଝେଇ ଟ୍ରକଟି ଠିଆ ହୋଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଆସିକା sdpoଙ୍କ ନେତୃତ୍ୱରେ ଧରାକୋଟ ପୋଲିସ ପହଞ୍ଚି ଟ୍ରକଟିକୁ ଯାଞ୍ଚ କରିଥିଲେ । ଟ୍ରକରେ ବିପୁଳ ବାଣ ଥିବାବେଳେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.