ETV Bharat / state

କୋରୋନା ସଚେତନତା ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । କାର୍ଯ୍ୟକ୍ରମରେ ସାମିଲ ହେଲେ ଶତାଧିକ ଛାତ୍ରଛାତ୍ରୀ। ରାଲି କରି ଦେଲେ ଲୋକଙ୍କୁ ସଚେତନତାର ବାର୍ତ୍ତା । ଅଧିକ ପଢନ୍ତୁ....

corona awareness programme in ganjam
କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
author img

By

Published : Sep 2, 2020, 1:28 PM IST

ଭଞ୍ଜନଗର: ଗଞ୍ଜାମର କଳମ୍ବ ପଞ୍ଚାୟତରେ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋରୋନା ହାରିବ ଆମେ ଜିତିବା କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ବୁଗୁଡ଼ା ପିପୁଲ୍ସ କଲେଜର ଛାତ୍ରଛାତ୍ରୀମାନେ ଭାଗ ନେଇ ଥିଲେ । ଆଉ ସାଧାରଣ ଲୋକଙ୍କୁ ସଚେତନ ମଧ୍ୟ କରାଇଥିଲେ ।

କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଛାତ୍ରଛାତ୍ରୀମାନେ କଳମ୍ବ ପଞ୍ଚାୟତରେ ପହଞ୍ଚି ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଥିଲେ । ଡେହୁକା ,କଳମ୍ବ ଓ ସୁନାକେରା ଗାଁକୁ ଯାଇଥିଲେ । କୋରୋନାକୁ କିପରି ପ୍ରତିହତ କରିବା ସେନେଇ ଅଞ୍ଚଳବାସୀଙ୍କୁ ବୁଝାଇଥିଲେ । ଏପରିକି କୁନିକୁନି ପିଲାଙ୍କୁ ପ୍ରଥମେ ସାବୁନରେ ହାତ ଧୋଇବା ,ସାମାଜିକ ଦୂରତାକୁ ରକ୍ଷା କରିବା, ଆବଶ୍ୟକ ନ ଥିଲେ ଘରୁ ବାହାରିବା ନାହିଁ ଓ ସାର୍ବଜନୀନ ସ୍ଥାନରେ ଛେପ ପକାଇବନି ବୋଲି ବାର୍ତ୍ତା ଦେଇଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.