ETV Bharat / state

କୋରୋନା ସହାୟତାରେ ବି କମିଶନ !

କୋରୋନା ସହାୟତା ପ୍ରଦାନକୁ ନେଇ ଜଣେ ହିତାଧିକାରୀ ଙ୍କ ଠାରୁ ଶହେ ଟଙ୍କା କମିଶନ । ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ । ଅଧିକ ପଢନ୍ତୁ..

author img

By

Published : Apr 17, 2020, 8:16 PM IST

commission-with-the-help-of-corona
commission-with-the-help-of-corona

ବ୍ରହ୍ମପୁର: କୋରୋନା ଭଳି ବିପତ୍ତି ସମୟରେ ବି ସରକାରୀ କର୍ମଚାରୀ ପଛାଉନାହାନ୍ତି କମିଶନ ନେବା ପାଇଁ । ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ କୋରୋନା ସହାୟତା ଏକ ହଜାର ଟଙ୍କା ବଣ୍ଟନ ବେଳେ ବରଙ୍ଗ ଗ୍ରାମରେ ଗରୀବ ଲୋକଙ୍କ ପାଇଁ ବଣ୍ଟନ କରି ଶହେ ଟଙ୍କା ଲେଖାଏଁ ଆଦାୟ କରି ନିଆଯିବାର ଭିଡିଓ ହୋଇଛି ଭାଇରାଲ ।

କୋରୋନା ସହାୟତାରେ ବି କମିଶନ

ସରକାର କୋରନା ସମୟରେ ଏକ ହଜାର ଟଙ୍କା ପ୍ରତ୍ୟକ ପରିବାରକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଉକ୍ତ ଗ୍ରାମର କିଛି ଲୋକ ହଜାର ଟଙ୍କା ପ୍ରଦାନ କରିବା ସମୟରେ ବେଳେ କମିଶନ ବାବଦରେ ଶହେ ଟଙ୍କା ରଖି ଖାତାରେ ଏକ ହଜାର ଉଲ୍ଲେଖ କରି ନଅ ଶହ ଟଙ୍କା ଲେଖାଏଁ ବଣ୍ଟନ କରିଥିବା ଦେଖିବାକୁ ମିଳିଛି । ସେପଟେ ଏହି ଘଟଣାରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତ କିପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.