ETV Bharat / state

ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲାପାଳଙ୍କ ସରପ୍ରାଇଜ୍ ଭିଜିଟ

author img

By

Published : Oct 21, 2019, 11:07 PM IST

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଅଚାନକ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଅଚାନକ ଗସ୍ତ କରିଛନ୍ତି । ଉଭୟ ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସମସ୍ୟା ପଚାରି ବୁଝିଥିଲେ । ଏହା ସହ ନିରାମୟ ଯୋଜନାରେ ମାଗଣାରେ ଔଷଧ ମିଳୁଛି କି ନାହିଁ ରୋଗୀଙ୍କୁ ପଚାରି ଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ମେଡିକାଲ ପରିସରରେ ବୁଲିବା ସହ ସ୍ବଚ୍ଛତାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ମେଡିକାଲ ପରିସରରେ ରହିଥିବା ଏକ ଘରୋଇ ମେଡିକାଲ ଷ୍ଟୋର ନିଜର ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ଜିଲ୍ଲାପାଳ ତାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଅଚାନକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ପହଂଚିଥିଲେ ବିଭିର୍ଣ୍ଣ ୱାର୍ଡ ବୁଲି ରୋଗୀଙ୍କ ସମସ୍ୟା ପଚାରି ବୁଝିଥିଲେ ଏବଂ ନିରାମୟ ରେ ମାଗଣାରେ ଔଷଧ ମିଳୁଛିକିନାହିଁ ରୋଗୀଙ୍କୁ ପଚାରି ବୁଝିଥିଲେ ତାସହିତ ସ୍ୱଚ୍ଛତା ଉପରେ ଗୁରୁତ୍ବଦେଇ ପୁରା ମେଡିକାଲ କ୍ୟାମ୍ପସ ଦେଖିଥିଲେ ମେଡିକାଲ କ୍ୟାମ୍ପସ ଭିତରେ ଥିବା ଘରୋଇ ଶଙ୍କର ମେଡିକାଲ ଷ୍ଟୋର ର କାଗଜ ପାତ୍ର ଜିଲ୍ଲାପାଳ ମାଗିଥିଲେ ସେ ଦେଖେଇ ନ ପାରିବାରୁ ମେଡିକାଲ ଷ୍ଟୋର ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.