ETV Bharat / state

ବ୍ରହ୍ମପୁରର କୋରୋନା ଯୋଦ୍ଧା ପୋଲିସ ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା - undefined

ବ୍ରହ୍ମପୁର ଜିଲ୍ଲାରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ସେ ସୁସ୍ଥ ହୋଇ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କର ନିଜ କାର୍ଯ୍ୟ ଓ କର୍ତ୍ତବ୍ୟ ପ୍ରତି ଏଭଳି ନିଷ୍ଠାପରତାକୁ ନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର ଟ୍ବିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଏସ୍‌ପିଙ୍କ ଉକ୍ତ ଟ୍ବିଟକୁ ରିଟ୍ବିଟ୍ କରାଯାଇଛି । ଅଧିକ ପଢନ୍ତୁ...

Chief Minister praised the Corona Warrior Police SI of Berhampur
ବ୍ରହ୍ମପୁରର କୋରୋନା ଯୋଦ୍ଧା ପୋଲିସ ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
author img

By

Published : Jul 10, 2020, 5:27 PM IST

ବ୍ରହ୍ମପୁର: ବିଶ୍ବବ୍ୟାପୀ କୋରୋନା କହର ଜାରି ରହିଛି । ନେତାଠୁ ସାଧାରଣ ଜନତା, ଏପରିକି ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ସମସ୍ତେ ଏହାର କବଳିତ । ଏଯାବତ ଏହାର ମୁକାବିଲା ପାଇଁ କୌଣସି ଟୀକା ବାହାରିନଥିବା ବେଳେ ସାମାଜିକ ଦୂରତା ଏବଂ ସ୍ବଚ୍ଛତା ଏହାର ଏକମାତ୍ର ବିକଳ୍ପ ରହିଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଜିଲ୍ଲାରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ସେ ସୁସ୍ଥ ହୋଇ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

Chief Minister praised the Corona Warrior Police SI of Berhampur
ବ୍ରହ୍ମପୁରର କୋରୋନା ଯୋଦ୍ଧା ପୋଲିସ ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ସବ-ଇନ୍ସପେକ୍ଟର ବିଭୂତି ଭୂଷଣ ସେଠୀଙ୍କ ନିଜ କାର୍ଯ୍ୟ ଓ କର୍ତ୍ତବ୍ୟ ପ୍ରତି ଏଭଳି ନିଷ୍ଠାପରତା ଆଜି କୋରୋନାକୁ ହରାଇବା ଭଳି ମନେ ହେଉଛି । ସେପଟେ ଏନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର ଟ୍ବିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଏସ୍‌ପିଙ୍କ ଉକ୍ତ ଟ୍ବିଟକୁ ରିଟ୍ବିଟ୍ କରାଯାଇଛି । ଏହାସହ ସବ୍-ଇନସପେକ୍ଟର ବି.ବି ସେଠୀଙ୍କୁ ପ୍ରଶଂସା କରାଯାଇଛି ।

ଏଭଳି କର୍ତ୍ତବ୍ୟ କ୍ଷେତ୍ରରେ ଉତ୍ସଗୀକୃତ କାର୍ଯ୍ୟ ନିଶ୍ଚିତ ରୂପେ କୋରୋନା ବିରୁଦ୍ଧରେ ଲଢେଇ ଅନେକ ଦୃଢ ସହାୟତା ବୋଲି କୁହାଯାଇଛି । ସେହିପରି ପୂର୍ବରୁ ଗଞ୍ଜାମ ପୋଲିସର 5 ଜଣ ଅଧିକାରୀ ଓ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ସମସ୍ତ ସୁସ୍ଥ ହୋଇ ପୁନଶ୍ଚ କାର୍ଯ୍ୟରେ ଯୋଗ ଦେଇଥିଲେ । ଉକ୍ତ ଘଟଣାକୁ ପୋଲିସ ମହାନିର୍ଦ୍ଦେଶକ ଗଞ୍ଜାମ ଗ୍ରସ୍ତ ସମୟରେ ପ୍ରଶଂସା କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.